ଆପାର୍ଟମେଣ୍ଟ ଭଙ୍ଗାଯିବା ପ୍ରସଙ୍ଗରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ପ୍ରତିକ୍ରିୟା ରଖିଛନ୍ତି । ଏଯାଏଁ ସରକାରଙ୍କ ପକ୍ଷରୁ ବିଏମସିକୁ କୌଣସି ପ୍ରକାର ତଥ୍ୟ ଆସିନାହିଁ। ଆପାର୍ଟମେଣ୍ଟ ପାଇଁ କେବଳ ବିଏମ୍‌ସି ନୁହେଁ ବିଡିଏ ବି ଅନୁମତି ଦେଇଛି ବୋଲି କହିଛନ୍ତି । ଲୋକଙ୍କୁ ଅନୁକମ୍ପା ରାଶି ମିଳିବ କି ନାହିଁ, ତାହା ମଧ୍ୟ ବଡ଼ କଥା। ଲୋକଙ୍କର ଯେଭଳି ଅସୁବିଧା ନହେବ ସେସବୁକୁ ଗୁରୁତ୍ବ ଦେଇ ସବୁ କାମ କରାଯିବ ବୋଲି କହିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *