ଭାରସାମ୍ୟ ହରାଇ ବିଲକୁ ଖସିପଡିଲା ଯାତ୍ରୀବାହୀ ବସ୍। ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ପୁରୀରୁ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁର ଯାଉଥିଲା ବେଳେ ପୁରୀ ଜିଲ୍ଲା ମଲ୍ଲିକାଶୁଣୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଯାତ୍ରୀମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
One Step Ahead