ଦ୍ବିତୀୟ ଥର ପାଇଁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୀର୍ଷ ସେଣ୍ଟ୍ରାଲ ବ୍ୟାଙ୍କର ଭାବେ ଚୟନ ହୋଇଛନ୍ତି । ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡ ୨୦୨୪ରେ ତାଙ୍କୁ ଏ ପ୍ଲସ ରେଟିଂ ମିଳିଛି । ମୁଦ୍ରାସ୍ପିତି ନିୟନ୍ତ୍ରଣ, ଆର୍ଥିକ ବିକାଶ, ସୁଧହାର ପ୍ରବନ୍ଧନ ପାଇଁ ଶକ୍ତିକାନ୍ତ ଦାସଙ୍କୁ ଏ ପ୍ଲସ ରେଟିଂ ମିଳିଛି । ଗତ ବର୍ଷ ମଧ୍ୟ ଶକ୍ତିକାନ୍ତଙ୍କୁ ଏ ପ୍ଲସ ରେଟିଂ ମିଳିଥିଲା । ଶକ୍ତିକାନ୍ତ ଦାସ ଆରବିଆଇର ୨୫ତମ ଗଭର୍ଣ୍ଣର। ତାଙ୍କ ନେତୃତ୍ବରେ ଦେଢ ବର୍ଷ ଧରି ଆରବିଆଇର ସୁଧ ଦର ସ୍ଥିର ରହିଛି। Post navigation ବାହାରିଲା ସମାଧାନର ସୂତ୍ର; ପଶ୍ଚିମବଙ୍ଗରୁ ଆସିବ ଆଳୁ ୨ ଦିନିଆ ପୋଲାଣ୍ଡ ଗସ୍ତରେ ଗଲେ ମୋଦି