ପ୍ରଥମ ଥର ପାଇଁ ସଫେଇ କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପାଖରୁ ଦେଖି ଖୁସି ହୋଇଛନ୍ତି ସଫେଇ କର୍ମଚାରୀ। ସରକାର ଯାହା ଦେଇଛନ୍ତି, ସେମାନଙ୍କ ପାଇଁ ଯାହା ବ୍ୟବସ୍ଥା କରିଛନ୍ତି, ସେଥିରେ ସେମାନେ ଖୁସି ବୋଲି କର୍ମଚାରୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଅଟେ ପାଖରୁ ଦେଖି ଖୁସିବ୍ୟକ୍ତ କରିଛନ୍ତି। ଜନତାଙ୍କ ମୁଖ୍ୟମନ୍ତ୍ରୀ କହୁଥିବା ଶ୍ରୀ ମାଝୀ ପ୍ରକୃତରେ ଜନତାଙ୍କ ନିକଟତର ହୋଇଛନ୍ତି।

Leave a Reply

Your email address will not be published. Required fields are marked *