ଗଣମାଧ୍ୟମରେ ଦଳୀୟ ପ୍ରତିକ୍ରିୟା ଦେବାକୁ ୪ ନେତାଙ୍କୁ ଦିଆ ଗଲା କଂଗ୍ରେସ ତୁଣ୍ଡ ଦାୟିତ୍ବ । ଏଆଇସିିସି ପକ୍ଷରୁ କେବଳ ୪ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ହେଉଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ରାମ କାଡାମ, ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ସନ୍ତୋଷ ସିଂ ସାଲୁଜା ଓ ବିଶ୍ୱରଞ୍ଜନ ମହାନ୍ତି । ଏହି ନେତା ମାନେ କେବଳ ଗଣମାଧ୍ୟମରେ ଦଳୀୟ ପ୍ରତିକ୍ରିୟା ଦେବାକୁ ଏଆଇସିସି ପକ୍ଷରୁ ଅନୁମତି ଦିଆଯାଇଛି ।

Leave a Reply

Your email address will not be published. Required fields are marked *