ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆଜି ଉପାଧ୍ୟକ୍ଷ ପ୍ୟାନେଲ ପୁନର୍ଗଠନ କରିଛନ୍ତି । ପ୍ୟାନେଲରେ ଥିବା ସଦସ୍ୟମାନେ ହେଲେ ଡ଼. ମେଧା ବିଶ୍ରାମ କୁଲକର୍ଣ୍ଣୀ, ଡ଼. ଭଗୱତ କରଦ, ବିବେକ କେ. ତନଖା, ଅଯୋଧ୍ୟା ରାମୀ ରେଡ୍ଡୀ ଆଲା ଓ ଶୁଭାଶିଷ ଖୁଣ୍ଟିଆ। ଏଥିସହ ଏହି ପ୍ୟାନେଲରେ ୫୦% ମହିଳା ସାଂସଦ ରହିଛନ୍ତି । ଓଡ଼ିଶାରୁ ସୁଜିତ କୁମାରଙ୍କ ସ୍ଥାନରେ ଶୁଭାଶିଷ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି । Post navigation ରାଜ୍ୟପାଳଙ୍କ ପୁଅ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ: ନବୀନ ମୋ ସରକାର ନିରପେକ୍ଷତାର ସହ କାମ କରିବ: ରାଜ୍ୟପାଳ