ରାଜ୍ୟ ଯୋଜନା ବୋର୍ଡ ଭାଙ୍ଗିଲେ ସରକାର । ଯୋଜନା ବୋର୍ଡ ଭାଙ୍ଗିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅନୁମୋଦନ ।ପୂର୍ବ ସରକାର ସମୟରେ ଏହି ପଦକୁ ଏକ ରାଜନୈତିକ ଥଇଥାନ କେନ୍ଦ୍ର ଭାବରେ ବ୍ୟବହାର କରାଯାଉଥିଲେ । ନୂତନ ସରକାର ଆସିବ ପରେ ନିତି ଆୟୋଗ ଗଠନ ପରେ ରାଜ୍ୟ ଯୋଜନା ବୋର୍ଡର ସେଭଳି ଆବଶ୍ୟକତା ଅନୁଭୂତ ହେଉନାହିଁ। ସେଥିପାଇଁ ବିଜେଡି ସରକାର ଗଠନ କରିଥିବା ରାଜ୍ୟ ଯୋଜନା ବୋର୍ଡ ଭାଙ୍ଗିଲେ ନୂତନ ସରକାର ।

Leave a Reply

Your email address will not be published. Required fields are marked *