ଚକ୍ରରାଜ ସୁଦର୍ଶନଙ୍କ ପରେ ରଥରେ ବିରାଜିଥିଲେ ବଡ଼ ଠାକୁର ଶ୍ରୀ ବଳଭଦ୍ର । ଧାଡ଼ି ପହଣ୍ଡିରେ ଆସି ତାଳଧ୍ବଜରେ ବିରାଜିଲେ ବଡ଼ ଠାକୁର। ପଛରେ ଶୂନ୍ୟ ପହଣ୍ଡିରେ ଆସିଥିଲେ ହଳଦୀମୁହିଁ ଦେବୀ ସୁଭଦ୍ରା। ଘଣ୍ଟ ଘଣ୍ଟା ବାଦ୍ୟରେ କମ୍ପୁଛି ଶରଧା ବାଲି।

Leave a Reply

Your email address will not be published. Required fields are marked *