ରତ୍ନଭଣ୍ଡାର ଖୋଲିବା ପରେ ଟ୍ୱିଟ କରି ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ରାଜ୍ୟ ସରକାର ପାଳନ କଲେ ବୋଲି କହିଛନ୍ତି। ଅଳଙ୍କାରର ସଠିକ୍ ସୂଚନା ପାଇବା ନେଇ ଲୋକଙ୍କ ଦାବି ଥିଲା। ରତ୍ନଭଣ୍ଡାର ଖୋଲିଥିବାରୁ ଧନ୍ୟବାଦ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।

Leave a Reply

Your email address will not be published. Required fields are marked *