ଭିତର ଭଣ୍ଡାରକୁ ନେଇ ଲୋକଙ୍କ ମନରେ ଅବିଶ୍ବାସ ସୃଷ୍ଟି କରାଯାଇଥିଲା ବୋଲି କହିଲେ ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ। ପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ ଭିତର ଭଣ୍ଡାରକୁ ପ୍ରବେଶ କଲୁ। ଭିତରକୁ ଯାଇଥିବା ସଦସ୍ୟମାନଙ୍କର କିଛି କ୍ଷତି ହୋଇନି। ଆପଣମାନେ ଦେଖୁଛନ୍ତି ଆମେ ସମସ୍ତେ ସୁରକ୍ଷିତ ଅଛୁ। ପୂର୍ବରୁ ଏନେଇ ଗପ ଓ ସିନେମା ସୃଷ୍ଟି କରାଯାଇଥିଲା। ଏମିତିକି ଭିତର ଭଣ୍ଡାରରେ ଏତେ ଓଦା ଥିଲା ଭଳି ଅନୁଭବ କରିନି। ଚଟାଣ ସାମାନ୍ୟ ଓଦା ଥିଲା। Post navigation ସ୍ଥାନାନ୍ତର ହେଲା ବାହାର ରତ୍ନଭଣ୍ଡାର ଅଳଙ୍କାର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା