ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ASOଙ୍କୁ ମାଡ଼ ମାରିବା ଘଟଣାରେ ଏତଲା ହୋଇଛି, ଘଟଣାର ତଦନ୍ତ ଚାଲିଛି । ଘଟଣାରେ ସତ୍ୟାସତ୍ୟ ଥିଲେ ବିଚାରଯୋଗ୍ୟ । ଆଇନ ଏହା ଉପରେ ବିଚାର ଓ ତର୍ଜମା କରୁଛି ।ଆଇନ ସମସ୍ତଙ୍କ ପାଇଁ ସମାନ ହୋଇଥାଏ । ସେ ଆହୁରି ମଧ୍ଯ କହିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବ ବହୁତ କଥା କହିଛନ୍ତି । ମମିତା ମେହେର, ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ କେଉଁଠି ଥିଲେ । Post navigation ରାଜ୍ୟପାଳଙ୍କ ପୁଅ ଏଏସ୍ଓଙ୍କୁ ମାଡ଼ ମାରିବା ପ୍ରସଙ୍ଗ; ଓଡ଼ିଶା ସଚିବାଳୟ ସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର କଟକର ଏକ ଘରୋଇ ନର୍ସିଂହୋମ୍ରେ ଅଗ୍ନିକାଣ୍ତ