ଆଜି ଚାଲିଛି ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ହେଉଛି। ବଜେଟ ଆଗତ ପୂର୍ବରୁ ଏହି ବୈଠକ ବସୁଛି । ତେଣୁ ଅନେକ ପ୍ରସଙ୍ଗ ଉପରେ କ୍ୟାବିନେଟ ମୋହର ବାଜିପାରେ। ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ନେବା ପରେ ପ୍ରଥମ ଦିନରେ କ୍ୟାବିନେଟ ବୈଠକ ବସିଥିଲା । ଏଥିରେ ଶ୍ରୀମନ୍ଦିର ଚାରିଦ୍ୱାର, ଚାଷୀଙ୍କ ଏମଏସପି ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । Post navigation ପୁରୀ ବଡଦାଣ୍ଡରେ ସଫେଇ କର୍ମଚାରୀଙ୍କୁ ଧକ୍କା ଦେଲା କାର, ୩ କର୍ମଚାରୀ ଗୁରୁତର ଆଡ଼ପ ମଣ୍ଡପ ଅଘଟଣ: ରିପୋର୍ଟ ଦେଲେ ଆଇନମନ୍ତ୍ରୀ