ସାରାଦେଶରେ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରି ।ନବରାତ୍ରର ନଦଦିନରେ ମା’ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ । ନବରାତ୍ରିର ପ୍ରଥମ ଦିନରେ ମାଆ ଦୁର୍ଗାଙ୍କର ଶୈଳପୁତ୍ରୀ ରୂପରେ ପୂଜା କରାଯାଉଛି। ଭକ୍ତି ଓ ଶ୍ରଦ୍ଧାର ସହ ମା’ଙ୍କ ଆରାଧନା କରି ଭକ୍ତମାନେ ସୁଖ, ଶାନ୍ତି, ସମୃଦ୍ଧି ଓ ଶକ୍ତି ପ୍ରାପ୍ତି ପାଇଁ ପ୍ରାର୍ଥନା କରୁଛନ୍ତି। ନବରାତ୍ରିର ପ୍ରଥମ ଦିନରେ ଘଟସ୍ଥାପନା ସହ ମା’ଙ୍କ ପୂଜା ଆରମ୍ଭ ହୋଇଥାଏ। Post navigation 26,446 Voter Registration Camps in Odisha: ଭୋଟର ତାଲିକାରେ ନାମ ପଞ୍ଜୀକରଣ ରାଜ୍ୟରେ ୨୬,୪୪୬ଟି ସ୍ୱତନ୍ତ୍ର ଶିବିର Terror Attack at Riyadh Airport: ରିୟାଦ୍ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଆତଙ୍କୀ ଆକ୍ରମଣ: ୧୨ ମୃତ