ପୋଲିସ ସବ୍-ଇନ୍ସପେକ୍ଟର (SI) ପରୀକ୍ଷା ଦୁର୍ନୀତି ଅଭିଯୋଗ ମାମଲାରେ ଏବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ର ସ୍କାନରକୁ ଆସିଛନ୍ତି ଜେଲ୍ ଡିଜି ସୁଶାନ୍ତ ନାଥ। CBI ପକ୍ଷରୁ ରାଜ୍ୟ ସରକାରଙ୍କୁ ଏହି ମାମଲା ସମ୍ପର୍କିତ ଦେଇଥିବା ଏକ ଗୁରୁତତ୍ୱପୂର୍ଣ୍ଣ ପତ୍ର ସାମ୍ନାକୁ ଆସିଛି। ଯେଉଁଥିରେ ସୁଶାନ୍ତ ନାଥ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡର ଅଧ୍ୟକ୍ଷ ଥିବା ସମୟରେ ଏହି କେଳେଙ୍କାରୀ ହୋଇଥିବା ଅଭିଯୋଗ ହୋଇଛି।ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା, OPRB ତଦନ୍ଧର ଅଂଶବିଶେଷ ତେଣୁ ପଚରାଉଚରା ପାଇଁ ଅନୁମତି ମାଗିଛି CBI । ଅନୁମତି ମିଳିଲେ ଜେରା ସମ୍ଭାବନା ରହିଛି ।

 

 

 

 

 

Leave a Reply

Your email address will not be published. Required fields are marked *