ତାଜା ଖବର ରାଜ୍ୟ SI Exam Scam: ପୋଲିସ SI ପରୀକ୍ଷା ସ୍କାମ୍ ଘଟଣା; CBI ସ୍କାନରରେ ଜେଲ୍ ଡିଜି ସୁଶାନ୍ତି ନାଥ September 1, 2026 Papirani ପୋଲିସ ସବ୍-ଇନ୍ସପେକ୍ଟର (SI) ପରୀକ୍ଷା ଦୁର୍ନୀତି ଅଭିଯୋଗ ମାମଲାରେ ଏବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ର ସ୍କାନରକୁ ଆସିଛନ୍ତି ଜେଲ୍ ଡିଜି ସୁଶାନ୍ତ ନାଥ। CBI ପକ୍ଷରୁ ରାଜ୍ୟ ସରକାରଙ୍କୁ ଏହି ମାମଲା ସମ୍ପର୍କିତ ଦେଇଥିବା ଏକ ଗୁରୁତତ୍ୱପୂର୍ଣ୍ଣ ପତ୍ର…