ନିକଟରେ ଥାଇଲ୍ୟାଣ୍ଡର ଫୁକେତରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନଟି ଆକାଶମାର୍ଗରେ ପ୍ରବଳ ଝଟକା (turbulence) ର ସମ୍ମୁଖୀନ ହେବା ସହ ହଠାତ୍ ବିମାନଟି ହଠାତ୍ ୩ ହଜାର ଫୁଟ୍ ତଳକୁ ଖସିଯାଇଥିଲା। ଏହି ଘଟଣା ପରେ ବିମାନର ଜଣେ ପାଇଲଟ୍ ଡୋପ୍ ଟେଷ୍ଟ ବା ନିଶାଦ୍ରବ୍ୟ ପରୀକ୍ଷାରେ ଫେଲ୍ ହୋଇଥିବା ସୂତ୍ରରୁ ଜଣାପଡ଼ିଛି। ଏ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି। ମାତ୍ର ପାଇଲଟ୍ ଡୋପ୍ ଟେଷ୍ଟରେ ବିଫଳ ହେବା ନେଇ ଏୟାର ଇଣ୍ଡିଆ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ। Post navigation Har Ghar Tiranga: ରାଜ୍ୟରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ; ଜେନ୍-ଜି ଓ ଯୁବସମାଜକୁ ଦେଶଭକ୍ତିର ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ Paddy Registration in Odisha: ସରକାର ସମସ୍ତ ଚାଷୀଙ୍କଠୁ ଧାନ ସଂଗ୍ରହ କରିବେ: କୃଷ୍ଣଚନ୍ଦ୍ର ପାତ୍ର