ଆଜିଠାରୁ ଭୁବନେଶ୍ୱରରେ ୧୩ତମ ବ୍ରିକ୍ସ ଶିକ୍ଷା ମନ୍ତ୍ରୀ ସମ୍ମିଳନୀ ଏବଂ ୩ୟ ବ୍ରିକ୍ସ ବରିଷ୍ଠ ଅଧିକାରୀ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଭାରତର ଅଧ୍ୟକ୍ଷତାରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ କରାଯାଉଛି । ଏଥିରେ ବ୍ରିକ୍ସର ସଦସ୍ୟ ଦେଶର ଶିକ୍ଷା ମନ୍ତ୍ରୀ ଓ ଶିକ୍ଷାଧିକାରୀମାନେ ଯୋଗ ଦେବେ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ବୈଠକରେ ଯୋଗ ଦେବେ । ଏହା ଅଗଷ୍ଟ ୫ ରୁ ୭ ତାରିଖ ଯାଏ ଚାଲିବ । Post navigation Ravenshaw University Hostel Row: ରେଭେନ୍ସା ବିଶ୍ୱବିଦ୍ୟାଳୟର ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ କଟକ ସଦର ବିଧାୟକ Medical PG Exam Paper Leaked: ଏମ୍କେସିଜିରେ ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍ ମାମଲା; ତଦନ୍ତ ପାଇଁ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍