ଶ୍ରାବଣ ପ୍ରଥମ ସୋମବାରରେ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ । ଟଙ୍କା ଭାଗବଣ୍ଟାକୁ ନେଇ ପୂଜାପଣ୍ଡା ସେବାୟତ-ବଡୁ ସେବାୟତଙ୍କ ମଧ୍ୟରେ ବିବାଦରୁ ନେଇ ନୀତିକାନ୍ତି ବନ୍ଦ ହୋଇଥିବା ଜଣାପଡ଼ିଛି । ବିନା ପୂଜାରେ ଜଳଲାଗି କରୁଛନ୍ତି ଭକ୍ତ। କଡ଼ା ସୁରକ୍ଷା ଭିତରେ ଯାଇ ଜଳଲାଗି କରୁଛନ୍ତି। ଅନ୍ୟପଟେ ଉଭୟ ସେବାୟତ ଗୋଷ୍ଠୀଙ୍କୁ ବୁଝାଶୁଝା କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି।

Leave a Reply

Your email address will not be published. Required fields are marked *