Month: September 2026

Asian Games 2026: एशियन गेम्स में नीली जर्सी में उतरेगी भारतीय हॉकी टीम

एशियन गेम्स 2026 में भारत की हॉकी टीमें नीली जर्सी में लौटेंगी । हॉकी इंडिया ने कथित तौर पर भारतीय ओलंपिक संघ (आईओए) को सूचित किया कि आगामी 2026 एशियाई…

BJD Protests at Lok Bhavan: ଏମଏମଡିଆର ସଂଶୋଧନକୁ ବିରୋଧ: ଲୋକଭବନ ଆଗରେ ବିଜେଡିର ଜୋରଦାର ବିକ୍ଷୋଭ

ସଂଶୋଧିତ ଏମଏମଡିଆର ଆଇନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଏହି ଆଇନକୁ ବିରୋଧ କରି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋକଭବନ ଆଗରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ସଂଶୋଧିତ…

Bhubaneswar-Bangkok Direct Flights: ନଭେମ୍ବରରେ ପୁଣି ଆରମ୍ଭ ହେବ ଭୁବନେଶ୍ୱର-ବ୍ୟାଙ୍କକ ସିଧାସଳଖ ବିମାନ ସେବା

ଓଡ଼ିଶାର ଆନ୍ତର୍ଜାତିକ ବିମାନ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ଖୁସିଖବର ସାମ୍ନାକୁ ଆସିଛି। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ବ୍ୟାଙ୍କକ ପାଇଁ ପୁଣିଥରେ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ବେସରକାରୀ ବିମାନ ସେବା ସଂସ୍ଥା ‘ଇଣ୍ଡିଗୋ’ ଆସନ୍ତା ନଭେମ୍ବର…

Orangutans shifted to Nandankanan Zoo: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ

ରାଜଧାନୀ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୫ଟି ବିରଳ ଓରାଙ୍ଗଉଟାନ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ର ଏକ ଜଙ୍ଗଲରୁ ଉଦ୍ଧାର ହେବା ପରେ ଏହି ବନ୍ୟପ୍ରାଣୀମାନଙ୍କୁ ନନ୍ଦନକାନନ ଅଣାଯାଇଛି। ଜଙ୍ଗଲ ମଧ୍ୟରେ ଏହି ବିରଳ ପ୍ରଜାତିର ଜୀବମାନଙ୍କୁ ଦେଖିବା ପରେ…

Basundhara Yojana: ରାଜ୍ୟରେ ବାସହୀନଙ୍କୁ ମିଳିବ ଜମି; ‘ବସୁନ୍ଧରା’ ଯୋଜନାର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

ରାଜ୍ୟର ବାସହୀନ ପରିବାରଗୁଡ଼ିକୁ ଚିହ୍ନଟ କରି ସେମାନଙ୍କୁ ଗୃହ ନିର୍ମାଣ ପାଇଁ ଜମି ଯୋଗାଇଦେବା ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ‘ବସୁନ୍ଧରା ଯୋଜନା’ର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁତ୍ୱାରୋପ କରିଛନ୍ତି। ​ଗତ…

Puri Jagannath Temple Gets Trademark: ଶ୍ରୀମନ୍ଦିର ସହ ଜଡ଼ିତ ଆଉ ୩ଟି ପବିତ୍ର ନାଁକୁ ମିଳିଲା ଟ୍ରେଡ୍‌ମାର୍କ ସୁରକ୍ଷା

ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଶ୍ରୀମନ୍ଦିର ସଂସ୍କୃତିର ସୁରକ୍ଷା ଦିଗରେ ଏକ ବଡ଼ ସଫଳତା ମିଳିଛି। ଶ୍ରୀମନ୍ଦିର ସହ ଜଡ଼ିତ ଆଉ ୩ଟି ପବିତ୍ର ନାଁକୁ ଟ୍ରେଡ୍‌ମାର୍କ ସୁରକ୍ଷା ପ୍ରଦାନ କରାଯାଇଛି। ଟ୍ରେଡ୍‌ମାର୍କସ୍ ରେଜିଷ୍ଟ୍ରି ପକ୍ଷରୁ ‘ଶ୍ରୀମନ୍ଦିର’, ‘ରତ୍ନ ଭଣ୍ଡାର’ ଏବଂ ‘ଶ୍ରୀନଅର’…