Day: 29 September 2026

Flood Duty Negligence: ବନ୍ୟା ସମୟରେ ଅନୁପସ୍ଥିତ ରହିବାରୁ RI ସସପେଣ୍ଡ

ନବରଙ୍ଗପୁର ଜିଲ୍ଲାର କୋଡିଙ୍ଗା ରାଜସ୍ୱ ନିରୀକ୍ଷକ ବିରଞ୍ଚି ନାରାୟଣ ଦାସଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ବନ୍ୟା ଭଳି ଜରୁରୀକାଳୀନ ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ ଛୁଟି ବାତିଲ କରାଯାଇଥିବା ସତ୍ତ୍ୱେ ସେ କାର୍ଯ୍ୟରେ ଅନୁପସ୍ଥିତ ରହିଥିଲେ। କର୍ତ୍ତବ୍ୟରେ ଏପରି ଅବହେଳାକୁ…

Nitin Nabin Chairs Meeting of New State In-Charges: ଆଗାମୀ ନିର୍ବାଚନ ପାଇଁ ବିଜେପିର ବଡ଼ ରଣନୀତି; ନବନିଯୁକ୍ତ ପ୍ରଭାରୀଙ୍କ ସହ ନିତିନ ନବୀନଙ୍କ ବୈଠକ

ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଦିନ ନୂଆଦିଲ୍ଲୀସ୍ଥିତ ଦଳର ଜାତୀୟ ମୁଖ୍ୟାଳୟରେ ନୂତନ ଭାବେ ନିଯୁକ୍ତ ହୋଇଥିବା ରାଜ୍ୟ ପ୍ରଭାରୀ ଓ ସହ-ପ୍ରଭାରୀମାନଙ୍କର ପ୍ରଥମ ବୈଠକ ଆୟୋଜନ କରିବାକୁ ଯାଉଛି। ​ବିଜେପି ଜାତୀୟ ସଭାପତି ନିତିନ ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

एशियन गेम्स 2026: नीरू ढांडा ने महिलाओं की ट्रैप शूटिंग में जीता गोल्ड, रचा इतिहास

भारतीय शूटर नीरू ढांडा ने 2026 एशियाई खेलों में महिलाओं के व्यक्तिगत ट्रैप इवेंट में गोल्ड मेडल जीतकर इतिहास रच दिया और भारत के मेडल टैली में एक और गोल्ड…

Textbook Error Row: ଓଡ଼ିଶା ପାଠ୍ୟପୁସ୍ତକ ଦୁର୍ନୀତି ମାମଲା: ରାଜ୍ୟ ଶିକ୍ଷା ବିଭାଗକୁ ଜବାବ ତଲବ କଲା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ

ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ଦେଖାଦେଇଥିବା ଶହ ଶହ ଗୁରୁତର ତ୍ରୁଟିକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଏହି ମାମଲାରେ ସିଧାସଳଖ ହସ୍ତକ୍ଷେପ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । କୋଟି କୋଟି ଟଙ୍କା ଖର୍ଚ୍ଚ…

Vigilance Raids Sambalpur Asst Director: ଭିଜିଲାନ୍ସ ଜାଲରେ ସମ୍ବଲପୁର କାରଖାନା ଓ ବଏଲର ସହକାରୀ ନିର୍ଦ୍ଦେଶକ

ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସମ୍ବଲପୁରର କାରଖାନା ଓ ବଏଲର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟ ଏବେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ନିଜର ବୈଧ ଆୟଠାରୁ ଯଥେଷ୍ଟ ଅଧିକ ସମ୍ପତ୍ତି ରଖିଥିବା ସନ୍ଦେହରେ ଓଡ଼ିଶା ଭିଜିଲାନ୍ସ ବିଭାଗ ସୋମବାର ସକାଳୁ…

Earthquake Hits Odisha: ଓଡିଶାରେ ଭୂକମ୍ପ ଝଟକା

ଦେବଗଡ଼ ଜିଲ୍ଲା କିଛି ଅଞ୍ଚଳ ଓ ଛେଣ୍ଡିପଦାରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୯ ରେକର୍ଡ କରାଯାଇଛି। ସୋମବାର ବିଳମ୍ବିତ ରାତିରେ କିଛି ସେକେଣ୍ଡ ପାଇଁ ଭୂମି କମ୍ପିବା ପରେ ଭୟଭୀତ ହୋଇ ସ୍ଥାନୀୟ ଲୋକମାନେ…