Day: 27 June 2026

Newly Recruited OTAS Officer Dismissed: ଅପରାଧିକ ମାମଲାରେ ଅଟକ ନବନିଯୁକ୍ତ OTAS ଅଧିକାରୀ ଚାକିରୀରୁ ବହିଷ୍କୃତ

ନୂଆ କରି ନିଯୁକ୍ତି ପାଇଥିବା OT&AS (Odisha Taxation & Accounts Service) ଅଧିକାରୀ ଭୀମସେନ ଟୁଡୁଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସରକାରୀ ସେବାରୁ ବହିଷ୍କାର କରିଛନ୍ତି। ଭବିଷ୍ୟତରେ ମଧ୍ୟ ଶ୍ରୀ ଟୁଡୁ…

Farmers Protest Over Token Issue: ଟୋକନ୍ ସମସ୍ୟାକୁ ନେଇ ଚାଷୀଙ୍କ ପ୍ରତିବାଦ, ବିଷ ବୋତଲ ଧରି ଡିଆର୍‌ସିଏସ୍‌ ଅଫିସ ଘେରାଓ

ଧାନ ବିକ୍ରି ପାଇଁ ଟୋକନ ନ ମିଳିବା ଅଭିଯୋଗ କରି ଆଜି ବରଗଡ଼ର ଚାଷୀମାନେ ଜିଲ୍ଲା ଡିଆର୍‌ସିଏସ୍‌ କାର୍ଯ୍ୟାଳୟ ଘେରାଓ କରିଛନ୍ତି । କିଛି ଚାଷୀ ପ୍ରତିବାଦ ସ୍ୱରୂପ ବିଷ ବୋତଲ ଧରି ଅଫିସ ଆଗରେ ଧାରଣା ଦେଇଥିଲେ । ଚାଷୀଙ୍କ…

Ollywood Cinematographer Dilip Ray Dies: ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ କ୍ୟାମେରାମ୍ୟାନ ଦିଲୀପ ରାୟଙ୍କ ପରଲୋକ

ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା କ୍ୟାମେରାମ୍ୟାନ ଦିଲୀପ ରାୟଙ୍କ ପରଲୋକ ହୋଇଯାଇଛି । କଟକ ଗୋରାକବର ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଦୀର୍ଘ…