Month: January 2026

Khandagiri Mela 2026: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ମନା; ମେଳା ପାଇଁ ଲାଗିବ ୧୦୦ଟି ସିସିଟିଭି

ଖଣ୍ଡଗିରିରେ ମାଘ ମେଳା ଆୟୋଜନ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାଧୁସନ୍ଥଙ୍କ ରହଣିଠାରୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥା ଉପରେ ଅନେକ ଗୁରୁତ୍ୱ ପୂର୍ଣ୍ଣ…

Green Sticker not mandatory for vehicles

Green PUCC Stickers: ଆସନ୍ତା ଜାନୁଆରୀ ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍

ଆସନ୍ତା ଜାନୁଆରୀ ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍ । ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଥିଲେ ପାଇବେ ଗ୍ରୀନ୍ ଷ୍ଟିକର୍।୧୦ ତାରିଖ ପୂର୍ବରୁ କରିଥିଲେ RTOରୁ ଆଣିପାରିବେ । ୧୦ତାରିଖ ପରେ କଲେ PUCC ଟେଷ୍ଟିଂ ସେଣ୍ଟରରେ ମିଳିବ । ଏ ନେଇ…

Reels in Lok Seva Bhawan: ଲୋକସେବା ଭବନରେ ରିଲ୍ସ; ଗାଇଡ୍‌ଲାଇନ ଆଣିବ ଗୃହ ବିଭାଗ

ରାଜ୍ୟର ପ୍ରମୁଖ ପ୍ରଶାସନିକ ମୁଖ୍ୟାଳୟ ଲୋକ ସେବା ଭବନ ଭିତରେ ମାଳ ମାଳ ସୋସିଆଲ ମିଡିଆ ରିଲ୍ ସୁଟିଂ ହେଉଥିବା ରିପୋର୍ଟ ଉପରେ ଓଡ଼ିଶା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକସେବା ଭବନରେ ରିଲ୍ସ…

Deoranjan Singh Takes Charge: ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ବ ନେଲେ ଦେଓରଞ୍ଜନ ସିଂ

ଦାୟିତ୍ବ ନେଲେ ନୂଆ ଉନ୍ନୟନ କମିଶନର ଦେଓରଞ୍ଜନ ସିଂ। ଗତକାଲି ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ ପରେ ଆଜି ବିଧିବଦ୍ଧ ବାବେ ଦାୟିତ୍ବ ନେଇଛନ୍ତି ଦେଓରଞ୍ଜନ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ପରେ ଦେଓରଞ୍ଜନ ଏହି ଆସନ ଅଳଙ୍କୃତ…

OPELIP Scheme Has Been Stopped: ବନ୍ଦ ହେଲାଣି ଓପିଲିପି ଯୋଜନା; ୧୩୬ ଲାଞ୍ଜିଆ ସୌରା ଗାଁ ଅବହେଳିତ

ଏବେ ଆଉ ଚାଲୁନି ଲାଞ୍ଜିଆଙ୍କ ଜୀବିକା ଉନ୍ନତିକରଣ କାର୍ଯ୍ୟ । ଗତ ଏକ ବର୍ଷକ ମଧ୍ୟରେ ଆସିନି ଟଙ୍କାଟିଏ ଅନୁଦାନ । ସରକାର ବଦଳି ଥିଲେ ମଧ୍ୟ ସେହି ଲୋକମାନଙ୍କ ଭାଗ୍ୟ ସୂତାଖିଅରେ ଝୁଲୁକି ରହିଛି । ଏମିତି ଅବସ୍ଥାରେ ଗୁଣପୁର…

Plus Two Practical Exam: ଆଜିଠାରୁ ଯୁକ୍ତ ୨ ପ୍ରାକ୍ଟିକାଲ୍‌ ପରୀକ୍ଷା ଆରମ୍ଭ 

ଆଜିଠାରୁ ଯୁକ୍ତ ୨ ପ୍ରାକ୍ଟିକାଲ୍‌ ପରୀକ୍ଷା ଆରମ୍ଭ । ଆଜିଠାରୁ ୧୫ ତାରିଖ ଯାଏଁ ଯୁକ୍ତ ୨ ପ୍ରାକ୍ଟିକାଲ୍‌ ପରୀକ୍ଷା । ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ଜାନୁଆରୀ ୫ରୁ ୨୫ ଭିତରେ ରେଜଲ୍ଟ ଅପଲୋଡ୍ କରିବେ…

Former MLA Akshaya Acharya passes away: ପରଲୋକରେ ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ

ଆଖି ବୁଜିଲେ ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟ । ୭୮ ବର୍ଷ ବୟସରେ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ ହୋଇଛି । କାହାଳିଆ ସ୍ଥିତ ବାସଭବନରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତେବେ ସେ ଦୀର୍ଘ ଦିନ ଧରି…

Odisha Government Proposes Revision of English Names of 24 Places

IAS Reshuffle: ନୂଆବର୍ଷରେ ରାଜ୍ୟରେ ବରିଷ୍ଠ ଆଇଏଏସ୍ ସ୍ତରରେ ବଡ଼ଧରଣ ଅଦଳବଦଳ

ନୂଆବର୍ଷରେ ରାଜ୍ୟରେ ବରିଷ୍ଠ IAS ସ୍ତରରେ ବଡ଼ଧରଣ ଅଦଳବଦଳ। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଅନେକ ବରିଷ୍ଠ ଅଧିକାରୀଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି। ୧୯୯୧ ବ୍ୟାଚ୍ ଅଧିକାରୀ ସତ୍ୟବ୍ରତ ସାହୁ, ପୂର୍ବରୁ ଗୃହ…

Nandankanan welcomes 58 new guests from 14 Species

Nandankanan Registers Highest Visitor Footfall In 2025: ୨୦୨୫ରେ ନନ୍ଦନକାନନ ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହୋଇଛି । ବିଦାୟୀ ବର୍ଷରେ ନନ୍ଦନକାନନ ବୁଲିଲେ ୪୦ ଲକ୍ଷ ୨୦ ହଜାର ୫୩୯ ପର୍ଯ୍ୟଟକ । ପ୍ରାଣୀ ଉଦ୍ୟାନ ବୁଲିଲେ ୩୮ ଲକ୍ଷ ୪୩ ହଜାର ୨୮ ପର୍ଯ୍ୟଟକ । ସେହିପରି…

Bhubaneswar Residents Consume Liquor: ଡିସେମ୍ବର ୨୫ ଠାରୁ ‘ଜିରୋ ନାଇଟ୍‌’ ଯାଏଁ ରାଜଧାନୀବାସୀ ପିଇଦେଲେ ୩୨ କୋଟି ଟଙ୍କାର ମଦ

ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜ୍ୟରେ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରିକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବର୍ଷର ଶେଷ ସାତ ଦିନରେ ରାଜଧାନୀବାସୀ ପିଇଲେ ୩୨ କୋଟିର ମଦ । ଅଢେଇ ଲକ୍ଷ ଲିଟର ବିଦେଶୀ ମଦ…