Day: 29 January 2026

BJD Leadership Debate: ସାଧାରଣ ସଭାରେ କଳିକେଶ ନାରାୟଣ ସିଂହଦେଓଙ୍କୁ ବିଜେଡି ନେତୃତ୍ୱ ଦେବାକୁ ଦାବି କଲେ ଦେବେଶ ଆଚାର୍ଯ୍ୟ

ଦିବ୍ୟଶଙ୍କରଙ୍କ କଥା ଦୋହରାଇଲେ ବିଜେଡି ନେତା ଦେବେଶ ଆଚାର୍ଯ୍ୟ । କଳିକେଶ ନାରାୟଣ ସିଂହଦେଓଙ୍କୁ ବିଜେଡି ନେତୃତ୍ୱ ଦେବାକୁ କଲେ ଦାବି । ସାଧାରଣ ସଭାରେ ଦାବି କଲେ ବିଜେଡି ନେତା ଦେବେଶ ଆଚାର୍ଯ୍ୟ । ବିଜେଡିର ପରବର୍ତ୍ତୀ ନେତୃତ୍ବ ବଲାଙ୍ଗିର…

Budget Session 2026: ଭାରତ-EU ମଧ୍ୟରେ FTA ହୋଇଛି: ମୋଦି

ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦର ବଜେଟ ଅଧିବେଶନ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି। ଆଜି ଏହି ବଜେଟ୍ ଅଧିବେଶନକୁ ନେଇ ମୋଦିଙ୍କ ସମ୍ବୋଧନ କରୁଛନ୍ତି । ଏହି ଅଧିବେଶନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ମୋଦି…

Ajit Pawar’s Last Rites Today: ଆଜି ସ୍ୱର୍ଗତ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଶେଷକୃତ୍ୟ

ସ୍ୱର୍ଗତ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଆଜି ହେବ ଶେଷକୃତ୍ୟ। ବାରାମତୀ ମେଡିକାଲରୁ ପାର୍ଥୀବ ଶରୀର ଏକ ବିଶାଳ ଶୋଭାଯାତ୍ରାରେ ନିଆଯାଉଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଅଜିତ ପାୱାରଙ୍କ ଆଜି ବାରାମତିରେ ପୂର୍ଣ୍ଣ ରାଜ୍ୟ ସମ୍ମାନ…

Colombia Passenger Plane Crash: କଲମ୍ବିଆ-ଭେନେଜୁଏଲା ସୀମାରେ ବିମାନ କ୍ରାସ୍; ସାଂସଦଙ୍କ ସମେତ ୧୫ ମୃତ

କଲମ୍ବିଆ-ଭେନେଜୁଏଲା ସୀମାରେ ବିମାନ କ୍ରାସ୍ । ଜଣେ ସାଂସଦଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ । ସରକାରୀ ଏୟାରଲାଇନ୍ସ Satena ର ‘Beechcraft 1900’ ଟ୍ୱିନ୍-ପ୍ରୋପେଲର୍ ବିମାନ ଦୁର୍ଘଟଣାଗସ୍ତ ହୋଇଛି । ୧୩ ଯାତ୍ରୀ ଓ ୨ କ୍ରିଉ ସସଦ୍ୟଙ୍କୁ ନେଇ…