ତାଜା ଖବର ରାଜ୍ୟ Adivasi Mela 2026: ଆଜିଠୁ ଆରମ୍ଭ ଆଦିବାସୀ ମେଳା; ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ January 26, 2026 Papirani ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଆଦିବାସୀ ମେଳା ୨୦୨୬ । ଆଦିବାସୀ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ମେଳା ୨୬ ଜାନୁଆରୀରୁ ୫ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ଆଜି ଆଦିବାସୀ ମେଳା ୨୦୨୬ ଉଦଘାଟନ ଅବସରରେ…
ତାଜା ଖବର ବିଶ୍ୱ Bangladesh Crisis: ୩ ବରିଷ୍ଠ ପୋଲିସଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ January 26, 2026 Papirani ବାଂଲାଦେଶର ୩ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଢାକାର ପୂର୍ବତନ ପୋଲିସ ମୁଖ୍ୟ ସମେତ ୩ ଜଣଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ । ୨୦୨୪ରେ ଶେଖ ହସିନା ସରକାର ବିରୁଦ୍ଧରେ ହୋଇଥିବା ବିକ୍ଷୋଭରେ ୬ ଜଣ ବିକ୍ଷୋଭକାରୀଙ୍କୁ ଗୁଳି…
ରାଜ୍ୟ Panchayat Polls In Odisha: ପୁଣି ୟୁ-ଟର୍ଣ୍ଣ; ପଞ୍ଚାୟତ ନିର୍ବାଚନ ସମୟ ଅନୁସାରେ ହେବ କହିଲେ ମନମୋହନ January 26, 2026 Nirvay ପଞ୍ଚାୟତ ନିର୍ବାଚନ ଆଗୁଆ ହେବା ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ୟୁ-ଟର୍ଣ୍ଣ । ପୂର୍ବରୁ ପଞ୍ଚାୟତ ନିର୍ବାଚନ ଆଗୁଆ ହେବା ନେଇ ସେ କହିଥଲେ । ତେବେ ଆଜି କଥା ବଦଳେଇ ପଞ୍ଚାୟତ ନିର୍ବାଚନ ସମୟ ଅନୁସାରେ ହେବ…
ରାଜ୍ୟ Cuttack Strawberry On Republic Day: ଗଣତନ୍ତ୍ର ଦିବସରେ କଟକ ଜିଲ୍ଲାର ଷ୍ଟ୍ରବେରୀ ପ୍ରଦର୍ଶନ January 26, 2026 Nirvay ୭୭ ତମ ଗଣତନ୍ତ୍ର ଦିବସ ଅବସର ରେ କଟକ ଜିଲ୍ଲା ବାଙ୍କୀ ଓ ଡମପଡା ବ୍ଲକ୍ ର ତିନିଜଣ କୃଷକ ଜିଲ୍ଲା ରେ ପ୍ରଥମ ଥର ପାଇଁ ଉତ୍ପାଦନ କରିଥିବା ଷ୍ଟ୍ରବେରୀ କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟ ରେ…
ରାଜ୍ୟ Padma Awardee Sarat Patra Felicitated: ପଦ୍ମଶ୍ରୀ ପାଇଁ ମନୋନୀତ ଶରତ କୁମାର ପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା January 26, 2026 Nirvay ଆଜି ୭୭ ତମ ଗଣତନ୍ତ୍ର ଦିବସ ଅବସରରେ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଥିବା ଶରତ କୁମାର ପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଠାରେ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ କଟକ ଜିଲ୍ଲାର ଶ୍ରୀ ପାତ୍ରଙ୍କ ସମ୍ମାନାର୍ଥେ…
ଦେଶ ରାଜ୍ୟ Odisha Tableau Rolled On Kartavya Path: ଦିଲ୍ଲୀରେ ଗଡ଼ିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼ January 26, 2026 Nirvay ଗଣତନ୍ତ୍ର ଦିବସ ଅବସରରେ, ଦିଲ୍ଲୀର କର୍ତ୍ତବ୍ୟ ପଥରେ ଆଜି ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଗଡ଼ିଛି । ଏହି ପ୍ରଜ୍ଞାପନ ମେଢ଼ଟି ଓଡ଼ିଶାର ସଂସ୍କୃତି, କଳା ଓ ବିକାଶକୁ ପ୍ରଦର୍ଶନ କରୁଛି । ଏହି ପ୍ରଜ୍ଞାପନ ମେଢ଼ଟି ‘ପରମ୍ପରାରୁ ପ୍ରଗତି’ ସୂତ୍ରକୁ ଆଧାର…
ଦେଶ President Murmu Unfurls Tricolour: କର୍ତ୍ତବ୍ୟପଥରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ January 26, 2026 Nirvay ଆଜି ଦେଶ ପାଳୁଛି ୭୭ତମ ଗଣତନ୍ତ୍ର ଦିବସ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀର କର୍ତ୍ତବ୍ୟପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ…
ରାଜ୍ୟ Republic Day 2026: ୭୭ ତମ ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଭାଷଣ January 26, 2026 Nirvay ଗୌରବମୟ ୭୭ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ଆମେ ଇତିହାସକୁ ଗର୍ବର ସହ କାନ୍ଧରେ ବୋହି ଚାଲିଆସିଥିବା, ରୂପେଲି…