Day: 21 January 2026

Women Drivers For ‘Ama Bus’: ଆମ ବସ୍‍ ଚଳାଇବେ ମହିଳା ଡ୍ରାଇଭର

ଆମ ବସ୍‍ ଚଳାଇବେ ମହିଳା ଡ୍ରାଇଭର। ରାଜ୍ୟରେ ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଓ ସାମ୍ପ୍ରତିକ ପରିସ୍ଥିତିରେ ଜନ ପରିବହନର ବିଶେଷ ଚାହିଦାକୁ ଲକ୍ଷ୍ୟ କରି ମହିଳା ଚାଳକଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ସେମାନଙ୍କୁ ପୁନେରେ ତାଲିମ ଦିଆଯିବ।…

Odisha High Court Issues Arrest Warrant: ବଢ଼ିଲା ଗଣଶିକ୍ଷା ସଚିବଙ୍କ ଅଡୁଆ

ହାଇକୋର୍ଟଙ୍କ ନିର୍ଦେଶ ପାଳନ ନକରି ଅଡୁଆରେ ଗଣଶିକ୍ଷା ସଚିବ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିନଥିବାରୁ ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକଙ୍କୁ ଗିରଫ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଅବମାନନା ମାମଲାରେ ତାଙ୍କ ବିରୋଧରେ ୱାରେଣ୍ଟ ଜାରି…

24 New NAC And Municipal Elections 2026: ଜୁନ୍‌ ସୁଦ୍ଧା ୨୪ ନୂଆ ଏନ୍‌ଏସି ଓ ପୌର ନିର୍ବାଚନ

ଆସନ୍ତା ଜୁନ୍‌ ସୁଦ୍ଧା ୨୪ ନୂଆ ଏନ୍‌ଏସି ଓ ପୌର ନିର୍ବାଚନ। ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ଓଡ଼ିଶା ରାଜ୍ୟ ନିର୍ବାଚନ କମିଶନ (SEC) ସବୁଜ ସଙ୍କେତ ଦେଇଛନ୍ତି। ଗତ ଡିସେମ୍ବର ମାସରେ ସହରାଞ୍ଚଳ ଶାସନ ଏବଂ ବିକେନ୍ଦ୍ରୀକରଣ…