Day: 16 January 2026

ED Raids BJD Leader House: ବିଜେଡି ନେତା ହୃଷିକେଶ ପାଢ଼ୀଙ୍କ ଘରେ ED ରେଡ୍; ମିଳିଲା ଆଲମାରୀ ଭର୍ତ୍ତି ଟଙ୍କା

ଆଜି ଗଞ୍ଜାମ ଜିଲ୍ଲା ବିଜେଡି ନେତା ତଥା ଠିକାଦାର ହୃଷିକେଶ ପାଢ଼ୀଙ୍କ ଘରେ ବଡ଼ ଧରଣର ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଟିକସ ଫାଙ୍କି ଓ ଅର୍ଥ ହେରଫେର ଅଭିଯୋଗରେ ହୃଷିକେଶ ପାଢ଼ୀ ଓ ତାଙ୍କ ଲିଙ୍କରେ ଚଢ଼ାଉ ଜାରି ରହିଛି।…

ବିଜୟଙ୍କ ଉପରେ ପୁରୁଣା ରାଗ; ଶୁଝାଇଲେ ପୁଅ ଅରବିନ୍ଦଙ୍କ ଉପରେ

ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ୨ଜଣ ଦଳୀୟ ବିଧାୟକ ପାଟକୁରାର ଅରବିନ୍ଦ ମହାପାତ୍ର ଓ ଚମ୍ପୁଆର ସନାତନ ମହାକୁଡ଼ଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରିଛନ୍ତି । ରାଜ୍ୟସଭା ନିର୍ବାଚନ ପାଖେଇ ଆସୁଥିଲା ବେଳେ ନବୀନଙ୍କ ଏହି…

Communal Violence In Sundargarh: ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ; ଆଜି ସହରର ସବୁ ସ୍କୁଲ୍ ଓ କଲେଜ ବନ୍ଦ

ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ ପରେ ସ୍ଥିତି ଗମ୍ଭୀର ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଜାନୁଆରୀ ୧୬ ତାରିଖ ପାଇଁ ସହରର ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି । ଗୁରୁବାର…

Cold Wave Returns Odisha: ପୁଣି ରାଜ୍ୟରେ ହାଡ଼ଭଙ୍ଗା ଶୀତ; ଝାରସୁଗୁଡ଼ାରେ ୬ ଡ଼ିଗ୍ରୀ ଛୁଇଁଲା ପାରଦ

ରାଜ୍ୟରେ ପୁଣି ଫେରିଲା ଶୀତ । ଆଜି ସକାଳ ୫ଟା ୩୦ ରେ ଝାରସୁଗୁଡ଼ା ସହରରେ ତାପମାତ୍ରା ୬.୮ ଡିଗ୍ରୀ ରେକର୍ଡ କରାଯାଇଛି । ଝାରସୁଗୁଡ଼ାର କେତେକ ଜାଗାରେ ତୁଷାରପାତ ଦେଖାଦେଇଛି । ସେଇଭଳି କେନ୍ଦୁଝରରେ ୯.୪ ଡିଗ୍ରି ଏବଂ ଚାନ୍ଦବାଲିରେ…