Day: 7 April 2025

ଏପ୍ରିଲ ୨୨-୨୩ରେ ମିଳିବ ‘ସୁଭଦ୍ରା’ କିସ୍ତି

ଆସନ୍ତା ୨୨ ଓ ୨୩ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ବାଦ ପଡ଼ିଥିବା ୧ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ । ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି…

ବିଶ୍ବ ସେୟାର ବଜାରରେ ହାହାକର; ୧୦ ସେକେଣ୍ଡରେ ନିବେଶକ ହରାଇଲେ ୧୯ ଲକ୍ଷ କୋଟି

ବିଶ୍ବବ୍ୟାପୀ ସେୟାର ବଜାରରେ ଦେଖାଯାଇଛି ଭୂକମ୍ପ । ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଘୋଷଣା ପରେ, ସେୟାର ବଜାରରେ ହ୍ରାସର ଧାରା ଥମିବାର ନାଁ ନେଉନାହିଁ। ଆମେରିକାରେ ଟାରିଫ ବୃଦ୍ଧିକୁ ନେଇ ସେୟାର ବଜାରରେ ନିଆଁ ଲାଗିଥିବା ବେଳେ ହଂକଂ, ସିଙ୍ଗାପୁର, ଚୀନ,…

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଛି ଯୋଗ ମହୋତ୍ସବ

ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଛି ଯୋଗ ଦିବସ ୨୦୨୫ ମହୋତ୍ସବ । ଏହି ସମାରୋହ ସହିତ ଜୁନ୍ ୨୧ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସର ୭୫ ଦିନିଆ ଅବଗଣନା ଆରମ୍ଭ ହୋଇଛି। କେନ୍ଦ୍ର ଆୟୁଷ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଚଳିତ ମାସରେ ପୁନର୍ଗଠନ ହେବ ସ୍ବୟଂ ସହାୟକ ଗୋଷ୍ଠୀ

ଚଳିତ ମାସରେ ପୁନର୍ଗଠନ ହେବ ରାଜ୍ୟରେ ମିଶନଶକ୍ତି ଯୋଜନା ଅଧୀନରେ ଚାଲିଥିବା ସ୍ୱୟଂ ସହାୟକ ଗୋଷ୍ଠୀ(SHGs)। ଏନେଇ ଆଜି ସୂଚନା ଦେଉଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ବର୍ତ୍ତମାନ ନୂଆ ନିଯୁକ୍ତି ଚାଲିଛି, ପୂର୍ବ ସଭାପତି ଏବଂ ସମ୍ପାଦକଙ୍କ ସ୍ଥାନରେ…