Month: January 2025

ଆମେରିକାରେ ଅଗ୍ନି ପ୍ରଳୟ; ୧୦ରୁ ଅଧିକଙ୍କ ମୃତ୍ୟୁ

ଲିଭିବାର ନାଁ ଧରୁନି ନିଆଁ । ହାତ ଟେକିଦେଲାଣି ପ୍ରଶାସନ। ଲସ୍ ଆଞ୍ଜେଲସରେ ଏବେ ୫ଟି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି । ଏହି ଅଗ୍ନିକାଣ୍ଡରେ ଅତି କମରେ ୧୦,୦୦୦ ଘର…

ରହସ୍ୟ ଘେରରେ ଆପ୍ ବିଧାୟକ ଗୁରୁପ୍ରୀତ ଗୋଗୀଙ୍କ ମୃତ୍ୟୁ; ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ

ପଞ୍ଜାବର ଲୁଧିଆନା ପଶ୍ଚିମ ନିର୍ବାଚନମଣ୍ଡଳୀର ଆମ ଆଦମୀ ପାର୍ଟି (ଆପ) ବିଧାୟକ ଗୁରୁପ୍ରୀତ ଗୋଗୀ ନିଜ ବନ୍ଧୁକରୁ ନିଜକୁ ଗୁଳି କରି ମୃତ୍ୟୁବରଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗୁଳି ଶବ୍ଦ ଶୁଣିବା ପରେ ତାଙ୍କ ପତ୍ନୀ ସୁଖଚୈନ କୌର…

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ପ୍ରବାସୀ ଭାରତୀୟ ପ୍ରଦର୍ଶନୀ

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ପ୍ରବାସୀ ଭାରତୀୟ ପ୍ରଦର୍ଶନୀ । ଆଜି ସକାଳ ୧୦ଟାରୁ ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପ୍ରଦର୍ଶନକୁ ପରିଦର୍ଶନ କରିପାରିବେ । ପ୍ରଦର୍ଶନୀ ମଧ୍ୟରେ ପ୍ରମୋସନାଲ ଷ୍ଟଲଗୁଡିକ ବୁଲି ଦେଖିବେ ସାଧାରଣ ଜନତା ଏବଂ ବିଭିନ୍ନ ସ୍କୁଲ…

ସମୃଦ୍ଧ ଓଡ଼ିଶା ଗଠନ ଯାତ୍ରାରେ ସାମିଲ ହେବାକୁ ପ୍ରବାସୀ ଓଡ଼ିଆମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଜନତା ମଇଦାନଠାରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦଯାପନୀ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରବାସୀ ଓଡ଼ିଆମାନଙ୍କ ସହିତ ସ୍ୱତନ୍ତ୍ର ଭାବେ ଏକ ଆଲୋଚନା କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଆଲୋଚନାରେ ପ୍ରବାସୀ ଓଡ଼ିଆମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ,…

ବିଜେପିରେ ସାମିଲ ହେଲେ ରଘୁବର ଦାସ

ଆଜି ପୁଣି ଥରେ ବିଜେପିରେ ସାମିଲ୍ ହେଲେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ରାଞ୍ଚି ସ୍ଥିତ ବିଜେପି ମୁଖ୍ୟାଳୟରେ ସେ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ, ବିଜେପି କର୍ମୀମାନଙ୍କୁ ପ୍ରେରଣା…

ସରେଇପାଲି ଥାନାରୁ ବାହାରିଲେ ବିଶାଲ ଦାସ ଓ ତାଙ୍କ ସହଯୋଗୀ

ଛତିଶଗଡ଼, ସରେଇପାଲି ଥାନାରେ ରାତିରୁ ଅଟକ ଥିବା ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଆଜି ଛତିଶଗଡ଼ ପୋଲିସ ଛାଡ଼ିଛି । ଅନଧିକାର ପ୍ରବେଶ, ଭଙ୍ଗାରୁଜା ନେଇ ସରେଇପାଲିର ହୋଟେଲ ରାଧିକା ମ୍ୟାନେଜରଙ୍କ ଅଭିଯୋଗ ପରେ ବିଏନ୍‌ଏସ୍‌ ଧାରା…

ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଜନତା ମଇଦାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ପ୍ରବାସୀ ଭାରତୀୟ ଦିବସର ତୃତୀୟ ତଥା ଅନ୍ତିମ ଦିନ । ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଗ୍ୟାଲେରିର ଷ୍ଟଲ ବୁଲି ଦେଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ…

ସମିତି ସଭ୍ୟ ଓ ବିଶାଳ ଦାସଙ୍କୁ ମୁକ୍ତ କରିବାକୁ ନବୀନଙ୍କ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଛତିଶଗଡ଼ର ମହାସମୁଦ ଜିଲ୍ଲାର ସରେଇପାଲି ଥାନାରେ ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ପୁଅ ବିଶାଲ ଦାସଙ୍କ ସମେତ କିର୍ମିରା ବ୍ଲକର ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ପୁଲିସ ଅଟକ ରଖିଥିବା ମାମଲାରେ ହସ୍ତକ୍ଷେପ କରିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ପୂର୍ବତନ…

ଆଉ ୨ଦିନ ବଢିଲା ପ୍ରବାସୀ ଭାରତୀୟ ଦିବସ; ଷ୍ଟଲ ବୁଲିପାରିବେ ସାଧାରଣ ଜନତା

୨ ଦିନ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ । ଏବେ ପ୍ରବାସୀ ଭାରତୀୟ ସମ୍ମିଳନୀ ଷ୍ଟଲ ବୁଲିପାରିବେ ସାଧାରଣ ଜନତା। ୮ ତାରିଖରୁ ଜନତା ମୈଦାନରେ ଆରମ୍ଭ ହୋଇଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ପ୍ରଦର୍ଶନୀ ଏବେ ସାଧାରଣ ଲୋକଙ୍କ ପାଇଁ ଖୋଲା…

ପୋଲିସ ମିତ୍ର ସହଦେବ ହତ୍ୟା ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି

ରସୁଲଗଡ଼ ଓଭର ବ୍ରିଜରେ ସଫେଇ ସଂଘ ସଭାପତି ସହଦେବ ନାୟକ ମୁଣ୍ଡ କାଟି ହତ୍ୟାକାଣ୍ଡ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି । ଭିଡିଓ ଦେଖାଇ ପୋଲିସକୁ ଟାର୍ଗେଟ କରିଛି ବିଜେଡି କହିଛି ହତ୍ୟା ପଛରେ ବହୁତ କିଛି…