Month: January 2025

ହାତରୁ ଖସୁଛି ଆଇନ ଶୃଙ୍ଖଳା

ଜାତୀୟ ରାଜପଥ ନମ୍ବର ୧୬ । ପାଣିକୋଇଲି ବଡ଼ ଜଙ୍କସନ। ପାଣିକୋଇଲିରୁ କେନ୍ଦୁଝରକୁ ଯାଇଛି ୨୦ ନମ୍ବର ଜାତୀୟ ରାଜପଥ । ଏଭଳି ଏକ ଜନଗହଳି ଛକରେ ସୁନା ଦୋକାନ ଲୁଟ କରିବାକୁ ଦୁର୍ବୃତ୍ତମାନେ ସାହସ କରିବା କିଛି ଛୋଟ କଥା…

ଛତିଶଗଡ଼ରେ ୪ ନକ୍ସଲ ନିପାତ

ଛତିଶଗଡ଼ର ବସ୍ତର ଜିଲ୍ଲାରେ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାବାହିନୀ ଗୁଳିରେ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ଦାନ୍ତେୱାଡା ଜଙ୍ଗଲରେ ଚାଲିଥିଲା ଏହି କୋମ୍ବିଂ ଅପରେଶନ୍ । ଏଥିରେ ଡିଆରଜି, ଏସଟିଏଫ୍ ସଂ ୪ ଜିଲ୍ଲାର…

ସମ୍ବଲପୁରରେ ୨ ବିଜେପି କର୍ମୀ ମୃତ; ଦୁର୍ଘଟଣା ନା ହତ୍ୟା ନେଇ ଉଠିଲା ପ୍ରଶ୍ନ

କାର୍‌-ହାଇୱା ଧକ୍କାରେ ୨ ବିଜେପି କର୍ମୀଙ୍କ ମୃତ୍ୟୁ। ଭୁବନେଶ୍ୱରରୁ ଘରକୁ ଫେରୁଥିବାବେଳେ କାରକୁ ଧକ୍କା ଦେଇଥିଲା ହାଇୱା । ବରଗଡ଼ ଜାତୀୟ ରାଜପଥ କଣ୍ଟାପାଲି ଓଭରବ୍ରିଜ ନିକଟରେ ଦୁର୍ଘଟଣା ଘଟି ବିଜେପି ଗୋଶାଳା ମଣ୍ଡଳ ସଭାପତିଙ୍କ ସହ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ…

ସିଡନୀ ଟେଷ୍ଟରେ ଭାରତର ପରାଜୟ; ସିରିଜ ହାରିଲା, ବିଶ୍ବ ଟେଷ୍ଟ ଚାମ୍ପିଅନସିପରୁ ବାହାର

ଭାରତୀୟ କ୍ରିକେଟ୍ ଫ୍ୟାନ୍ସଙ୍କୁ ଲାଗିଲା ବଡ଼ ଝଟକା । ବର୍ଡ଼ର ଗାଭାସ୍କର ଟ୍ରଫି ଜିତିଲା ଅଷ୍ଟ୍ରେଲିଆ । ସିଡନୀରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ୬ ୱିକେଟରେ ଭାରତକୁ ପରାସ୍ତ କରିଛି। ଏହା ସହ…

ପୁରୀ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍

ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ । ଆଜି ଭୋର ୪ଟା ୧୦ ମିନିଟ ସମୟରେ ଏହି ଡ୍ରୋନ୍ ମନ୍ଦିର ଚାରିପାଖ ବୁଲିବା ଦେଖିବାକୁ ମିଳିଛି। ଏହି ଡ୍ରୋନଟି ଶ୍ରୀ ମନ୍ଦିର ଚାରି ପାଖରେ ପ୍ରାୟ ଅଧଘଣ୍ଟା ଧରି ବୁଲିଥିଲା ।…

ଜାନୁଆରୀ ୬ରେ ରାୟଗଡ଼ା ନୂଆ ରେଳ ଡିଭିଜନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ୬ ତାରିଖରେ ରାୟଗଡ଼ା ନୂଆ ରେଳ ଡିଭିଜନ ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ । ନୂଆ ରେଳ…

ଜାନୁଆରୀ ୨୮ରେ “ଉତ୍କର୍ଷ ଓଡ଼ିଶା କନକ୍ଲେଭ୍”ରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜାନୁଆରୀରେ ୨ ଥର ଓଡ଼ିଶା ଆସିବେ ମୋଦି । ଜାନୁଆରୀ ୨୮ ଓ ୨୯ରେ ଭୁବନେଶ୍ୱରରେ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ଆସି ଉପସ୍ଥିତ ଶିଳ୍ପପତି…

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ ହେଲେ ଆଇଏଏସ୍‌ ମନୋଜ ସାହୁ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଆଜି ମନୋଜ ସାହୁ ନିଯୁକ୍ତ ହୋଇଛନ୍ତି । ଅରିନ୍ଦମ ଡାକୁଆଙ୍କ ସ୍ଥାନରେ ମନୋଜଙ୍କୁ ନିଯୁକ୍ତି ମିଳିଛି । ଇଣ୍ଟର କ୍ୟାଡର ଡେପୁଟେସନରେ ଆସିଛନ୍ତି ମନୋଜ ସାହୁ । ଏହା ପୂର୍ବରୁ ମନୋଜ…

‘ଜାତୀୟ ସଡ଼କ ସୁରକ୍ଷା’ ମାସର ରାଜ୍ୟସ୍ତରୀୟ ଉତ୍ସବ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସୁରକ୍ଷିତ… ଘରକୁ ଫେରନ୍ତୁ । “Come Home Safe” । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ସଡ଼କ ସୁରକ୍ଷା ମାସର ରାଜ୍ୟସ୍ତରୀୟ ଉତ୍ସବ ଉଦଘାଟନ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହି ସ୍ଲୋଗାନ ଦେଇଛନ୍ତି । ଏହି ଅବସରରେ ସଡ଼କ…

ପାଣିକୋଇଲିରେ ଲୁଟ୍‌ ଉଦ୍ୟମ ବେଳେ ଗୁଳିମାଡ଼; ୨ ମୃତ

ଯାଜପୁର ପାଣିକୋଇଲିରେ ଲୁଟ୍ ଉଦ୍ୟମ ହୋଇଥିବା ଗୁଳିମାଡ଼ରେ ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି । ସୁନା ଦୋକାନରୁ ଲୁଟ୍ ଉଦ୍ୟମ ବେଳେ ପ୍ରତିରୋଧ ବେଳେ ଦୁଇ ଜଣଙ୍କୁ ଗୁଳିମାଡ଼ ହୋଇଥିଲା । ପାଣିକୋଇଲି ବଜାରକୁ ବାଇକ୍‌ରେ ଆସିଥିଲେ ଦୁର୍ବୃତ୍ତ। ଜଣଙ୍କୁ ସ୍ଥାନୀୟ…