Month: January 2025

ଶ୍ରୀମନ୍ଦିର ପରିସରରେ ନିଷେଧ ହେଲା ମୋବାଇଲ; ପୋଷ୍ଟର ମାରିଲା ପୁରୀ ପୋଲିସ

ଗତକାଲି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେବା ପରେ ଆଜି ପୁରୀ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶ୍ରୀମନ୍ଦିର ପରିସରରେ ମୋବାଇଲ ଫୋନକୁ ନିଷେଧ ନେଇ ପୁରୀ ପୋଲିସ ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ମାରିଛି । ଏପରିକି ଏହି…

କଣାସରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାରେ ତୁରନ୍ତ ଦୃଷ୍ଟି ଦେବାକୁ ସରକାରଙ୍କୁ ନିବେଦନ କଲେ ନବୀନ

ଦିନକୁ ଦିନ ପୁରୀ ଜିଲ୍ଲା କଣାସରେ ବ୍ୟାପିବାରେ ଲାଗିଛି ହଇଜା । ୧୦ ଦିନ ହେଲା ଝାଡ଼ାବାନ୍ତିରେ ୪ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଲୋକ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା…

ନ୍ୟାୟ ଦାବିରେ ବରଗଡ଼ ବନ୍ଦ ପାଳନ: ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି

ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ହେବା ଏବଂ କୁର୍ଲା ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣାରେ ନ୍ୟାୟ ଦାବିରେ ଆଜି ବରଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ସହରରେ ଥିବା ସମସ୍ତ ଦୋକାନ…

ଆଜିଠୁ ଭୁବନେଶ୍ବରରେ ୩ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା ଆରମ୍ଭ

ରାଜ୍ୟରେ ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରଣୟନ ନେଇ ରାଷ୍ଟ୍ରୀୟ କର୍ମଶାଳା ଆରମ୍ଭ ହୋଇଛି । ଆଜିଠୁ ଆରମ୍ଭ ହୋଇଛି ଭୁବନେଶ୍ବରରେ ୩ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା । ଭୁବନେଶ୍ୱରସ୍ଥିତ ଲୋକସଭା ଭବନରେ କର୍ମଶାଳା ଆରମ୍ଭ ହୋଇଛି । ଜାନୁଆରୀ ୨୩ ପର୍ଯ୍ୟନ୍ତ…

ଦାୟିତ୍ବନେବାର ୬ ଘଣ୍ଟା ଭିତରେ ରାଷ୍ଟ୍ରପତିଙ୍କ ବଡ଼ ନିଷ୍ପତ୍ତି; କ୍ୟାପିଟାଲ୍ ହିଲ୍ସ ଦଙ୍ଗା ମାମଲାର ଅଭିଯୁକ୍ତଙ୍କୁ ଦିଆଗଲା କ୍ଷମା

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଦାୟିତ୍ବ ନେବାର ୬ ଘଣ୍ଟା ଭିତରେ ଆମେରିକାରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପୂର୍ବ ବାଇଡେନ୍ ସରକାର ଲଗାଇଥିବା ୮୦ଟି ଏକଜିକ୍ୟୁଟିଭ୍ ନିର୍ଦ୍ଦେଶକୁ…

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୪ ମାଓବାଦୀ ମୃତ

ଓଡ଼ିଶା ଏବଂ ଛତିଶଗଡ଼ ପୋଲିସର ମିଳିତ କୁମ୍ବିଂ ଅପରେସନରେ ବଡ଼ ସଫଳତା ମିଳିଛି । ନୂଆପଡ଼ା ଓ ଗରିଆବନ୍ଧ ଜିଲ୍ଲା ସୀମା କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ଯବାନ-ମାଓବାଦୀ ଗୁଳିବିନିମୟ ହୋଇଛି । ଗଲା ୩୬ ଘଣ୍ଟା ହେବା ଉଭୟ ରାଜ୍ୟର ସୀମାନ୍ତରେ…

ନୀରଜ ଚୋପ୍ରାଙ୍କ ପତ୍ନୀ ଜଣେ ଭଲ ଟେନିସ ତାରକା

ହଠାତ୍ ରବିବାର ଦିନ ସନ୍ଧ୍ୟାବେଳେ ଜାଭେଲିନ୍ ଲିଜେଣ୍ଡ ନୀରଜ ଚୋପ୍ରା ସୋସିଆଲ ମିଡିଆରେ ନିଜ ବାହାଘରର ଫଟୋ ସେୟା ସୟାର କରି ଏକପ୍ରକାର ଚହଳ ପକାଇ ଦେଇଥିଲେ। ପୂର୍ବରୁ କୌଣସି ପ୍ରକାର ଚିମୁଟାଏ ଖବର ମଧ୍ୟ ନୀରଜଙ୍କ ବିବାହକୁ ନେଇ ଆସୁନଥିଲା…

ବୋଥ୍ରାଙ୍କ ତତ୍ତ୍ବାବଧାନରେ କ୍ରାଇମ୍‌ବ୍ରାଞ୍ଚ କାହାକୁ ସୁରକ୍ଷା ଦେଉଥିଲା ?

ପୂର୍ବତନ ମନ୍ତ୍ରୀ ନବକିଶୋର ଦାସ ହତ୍ୟାକାଣ୍ଡକୁ ୨ ବର୍ଷ ହେବାକୁ ବସିଥିଲେ ମଧ୍ୟ ଏଯାଏଁ ଘଟଣାର ସତ୍ୟାସତ୍ୟ ଉପରୁ ପରଦା ଉଠିନାହିଁ । ସେତେବେଳେ ଅରୁଣ ବୋଥ୍ରାଙ୍କ ତତ୍ତ୍ୱାବଧାନରେ କ୍ରାଇମ୍‌ବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଥିଲା । ହେଲେ ପରେ ତତ୍କାଳୀନ…

ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ

ଆଜି ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ୍‌ । ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ସେ ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ଆମେରିକାର ଉପରାଷ୍ଟ୍ରପତି ଭାବେ ଜେଡି ଭେନ୍ସ ମଧ୍ୟ…

କଣାସରେ ବ୍ୟାପୁଛି ଛାଡାବାନ୍ତି, ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି

ବିଷ ପାଲଟିଛି ପୁରୀ ଜିଲ୍ଲା, କଣାସ ଅଞ୍ଚଳର ଦୟାନଦୀ ଜଳ । ଝାଡାବାନ୍ତି ବ୍ୟାପି କଣାସ ଅଞ୍ଚଳର ୬ ପଞ୍ଚାୟତରେ ବ୍ୟାପିଛି ଝାଡ଼ାବାନ୍ତି । ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ହୋଇ ବିଭିନ୍ନ ମେଡ଼ିକାଲରେ ଚିକିତ୍ସା ହେଉଛନ୍ତି…