ତାଜା ଖବର ରାଜ୍ୟ ଜାନୁଆରୀ ଶେଷ ସୁଦ୍ଧା ମିଳିବ ସୁଭଦ୍ରା ଟଙ୍କା January 17, 2025 Papirani ଚଳିତ ମାସ ଶେଷ ସୁଦ୍ଧା ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିସାରିଥିବା ବେଳେ ଜାନୁଆରୀ ଶେଷରେ ଚତୁର୍ଥ ପର୍ଯାୟ ଟଙ୍କା ମିଳିବ ବୋଲି କହିଛନ୍ତି ପ୍ରଭାତୀପର ପରିଡ଼ା ।…
ତାଜା ଖବର ରାଜ୍ୟ ମାଟିରେ ମିଶିଲା ଖଣ୍ଡଗିରିର ବୈକୁଣ୍ଠଧାମ ଆଶ୍ରମ January 17, 2025 Papirani ଭାଙ୍ଗିଲା ଖଣ୍ଡଗିରିର ବୈକୁଣ୍ଠଧାମ ଆଶ୍ରମ । ବହୁ ବାଦ ବିବାଦ ପରେ ଆଶ୍ରମରେ ଆଜି ବୁଲିଲା ବୁଲଡୋଜର । ବିଡିଏ ପକ୍ଷରୁ ନିର୍ଦ୍ଧାରିତ ସମୟ ଆଜି ମଧ୍ୟାହ୍ନ ୧୨ଟା ସମୟରେ ଆଶ୍ରମରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସମସ୍ତ ଅନ୍ତେବାସୀ…
ବ୍ୟବସାୟ ରାଜ୍ୟ ଓଡିଶାରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ଶନ୍ମୁଗରତ୍ନମ୍ January 17, 2025 Nirvay ଆଜି ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ସ୍ୱାଗତ କରିଛନ୍ତି । ଅପରାହ୍ନ ୪ଟାରେ ବିଶ୍ୱ…
ତାଜା ଖବର ରାଜ୍ୟ ନିଜର ସମ୍ପତ୍ତି ତାଲିକା ଦେବେ ଶ୍ରୀମନ୍ଦିର କର୍ମଚାରୀ ଓ ଅଧିକାରୀ January 17, 2025 Papirani କଠୋର ହେଲା ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ନିୟମକୁ କଡ଼ାକଡ଼ି କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ସବୁ ଅଧିକାରୀ ଓ କର୍ମଚାରୀଙ୍କ ଲାଗି ନିର୍ଦ୍ଦେଶାବଳୀ ଜାରି ହୋଇଛି । ମନ୍ଦିର କାର୍ଯ୍ୟର କ୍ରିୟାଶୀଳ ଏବଂ ଉତ୍ତରଦାୟୀ କରିବାକୁ ଏହି…
ରାଜ୍ୟ ନବ ଦାସଙ୍କ ଭାଇ ବ୍ରଜକିଶୋରଙ୍କ ଘରେ ଆଇଟି ରେଡ୍ January 17, 2025 Nirvay ସ୍ୱର୍ଗତଃ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ବଡ଼ ଭାଇ ତଥା ସୁପର୍କ୍ଲାସ ଠିକାଦାର ବ୍ରଜକିଶୋର ଦାସଙ୍କ ଘରେ ଶୁକ୍ରବାର ସକାଳୁ ଆଇଟି ରେଡ୍ ହୋଇଛି । ସେ ଆୟକର ଫାଙ୍କିବା ଅଭିଯୋଗରେ ଭୁବନେଶ୍ୱର ଓ ଛତିଶଗଡ଼ ଆୟକର ଟିମ୍ର ମିଳିତ ଚଢ଼ାଉ…
ତାଜା ଖବର ରାଜ୍ୟ ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର January 17, 2025 Papirani ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନେ ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ମାସିକ ୧୧,୧୦୦ ଟଙ୍କା ପାରିଶ୍ରମିକ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବର୍ଗର ଶିକ୍ଷକ ମାନଙ୍କର ମାସିକ ପାରିଶ୍ରମିକକୁ…