Day: 6 January 2025

ଛତିଶଗଡ଼ରେ ବଡ଼ ମାଓବାଦୀ ଆକ୍ରମଣ; ୮ ଯବାନ ଶହୀଦ

ଛତିଶଗଡ଼ ବିଜାପୁରରେ ଆଇଇଡି ବିସ୍ଫୋରଣ । ମାଓବାଦୀ ବିଛାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୮ ଜଣ ଯବାନ ସହିଦ ହୋଇଥିବାବେଳେ ଜଣେ ଗାଡ଼ି ଚାଳକଙ୍କ ପ୍ରାଣ ହରାଇଛନ୍ତି ।କୁମ୍ବିଂ ଅପରେସନ୍ ସାରି ଫେରୁଥିବାବେଳେ ଏହି ବିସ୍ଫୋରଣ ହୋଇଥିବା ଜଣପଡ଼ିଛି । ଘଟଣାସ୍ଥଳରେ ଅତିରିକ୍ତ…

ରାୟଗଡ଼ା ରେଳ ଡିଭିଜନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି

ରାୟଗଡ଼ା ରେଳ ଡିଭିଜନକୁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଯୋଗାଯୋଗକୁ ଆହୁରି ସୁଗମ କରିବା ପାଇଁ ରାୟଗଡା ରେଳ ମଣ୍ଡଳ ପାଇଁ ଭିତ୍ତିପ୍ରସ୍ତର…

ଜାନୁଆରୀ ୧୫ ସୁଦ୍ଧା ଓଡ଼ିଶା ବିଜେପି ପାଇବ ନୂଆ ସଭାପତି !

ରାଜ୍ୟ ବିଜେପି ପାଇବ ନୂଆ ସଭାପତି। ଜାନୁଆରୀ ୧୫ ଭିତରେ ବିଜେପି ରାଜ୍ୟ ନୂଆ ସଭାପତି ଚୟନ ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ସେ କହିଛନ୍ତି ଜାନୁଆରୀ ୧୫ ଭିତରେ ରାଜ୍ୟ…

ବିଜେପି କର୍ମୀଙ୍କ ମୃତ୍ୟୁ: ଟ୍ରକ ଡ୍ରାଇଭର ବିରୁଦ୍ଧରେ ହତ୍ୟା ମାମଲା ରୁଜ୍ଜୁ

ସମ୍ବଲପୁର ଜିଲ୍ଲା କଟାପାଲି ନିକଟରେ ହାଇୱା ଧକ୍କାରେ ଗୋଶାଳା ବିଜେପି ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ଚାରପାଲି ଗ୍ରାମର ବରିଷ୍ଠ ବିଜେପି ନେତା ମୁରଲୀଧର ଛୁରିଆଙ୍କ ମୃତ୍ୟୁ ଘଟଣାରେ ଏସ୍‌ପି ମୁକେଶ କୁମାର ଭାମୁଙ୍କ ପ୍ରତିକ୍ରିୟା । ହାଇୱା ଡ୍ରାଇଭର…

ଦରବୃଦ୍ଧି ଓ ଜିଏସଟି କୁ ନେଇ ‘ଡବଲ ଇଞ୍ଜିନ ସରକାର’ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱରରେ ଆଜି ବିଜେଡିର ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଦର ବୃଦ୍ଧି, ଜିଏସଟି ମାଡ, ଚାଷୀ ପ୍ରସଙ୍ଗ ପ୍ରମୁଖ ପ୍ରସଙ୍ଗ ଉପରେ ରାଜ୍ୟ ସରକାରକୁ ବିରୋଧର ବିଜେଡ଼ି ପକ୍ଷରୁ ଭୁବନେଶ୍ଵରରେ ପ୍ରତିବାଦ କରାଯାଉଛି। ଏହି ଅବସରରେ ବିଜେଡ଼ି ସୁପ୍ରିମୋ ତଥା ପୂର୍ବତନ…

ଇସ୍ତଫା ଦେବେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ !

ଆଜି ଇସ୍ତଫା ଦେଇପାରନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ। ଦଳ ଭିତରେ ଆଭ୍ଯନ୍ତରୀଣ କନ୍ଦଳ କାରଣରୁ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । ଜଷ୍ଟିନ ହେଉଛନ୍ତି କାନାଡାର ୨୩ତମ ପ୍ରଧାନମନ୍ତ୍ରୀ । ଜଷ୍ଟିନ ୨୦୧୫ରୁ କାନାଡାର ପ୍ରଧାନମନ୍ତ୍ରୀ ଅଛନ୍ତି। ସେ…

ଦରବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ

ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି ରାଜଧାନୀ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ଲୋୟର୍ ପିଏମ୍‌ଜିରେ ବିଜେଡିର ବିଶାଳ ସମାବେଶ ଦେଖିବାକୁ ମିଳିଛି । ବିଜେପି ଦେଇଥିବା ମିଛ ପ୍ରତିଶୃତି ଓ ବିଫଳ ଅର୍ଥନୈତିକ ପରିଚାଳନାକୁ ଟାର୍ଗେଟ କରି ଲୋୟର ପିଏମଜିଠାରେ ବିଜେଡି…

ପାକିସ୍ତାନ ସେନା ଗାଡ଼ି ଉପରେ ଆତ୍ମଘାତୀ ହମଲା: ୪୭ ମୃତ

ପାକିସ୍ତାନ ସେନା ଗାଡ଼ି ଉପରେ ଆତ୍ମଘାତୀ ହମଲା । ଆତ୍ମଘାତୀ ବିସ୍ଫୋରଣରେ ୪୭ ମୃତ ହୋଇଥିବା ବେଳେ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି । ବେଲୁଚିସ୍ତାନର ତୁର୍ବତ୍ତ ନିକଟରେ ଏହି ବିସ୍ଫୋରଣ ହୋଇଛି । ଏହି ଆତ୍ମଘାତୀ ହମଲା ଖବର ପାଇ…

ବେଙ୍ଗାଲୁରୁରେ ଭାରତର ପ୍ରଥମ HMPV ଆକ୍ରାନ୍ତ ଚିହ୍ନଟ

ଚୀନ୍‌ରେ ହ୍ୟୁମାନ ମେଟା ପ୍ୟୁମୋ ଭାଇରସ୍ (ଏଚ୍ଏମ୍‌ପିଭି) ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଛି। ଏହି ସମୟରେ ଭାରତରେ ପହଞ୍ଚିଲା ଚୀନର ଏଚଏମପିଭି ଭୂତାଣୁ । ବେଙ୍ଗାଲୁରୁରେ ଏହାର ପ୍ରଥମ ମାମଲା ଏବେ ସାମ୍ନାକୁ ଆସିଛି । ବେଙ୍ଗାଲୁରୁର ଏକ ହସପିଟାଲରେ ୮…

ଧନୁଯାତ୍ରା ପାଇଁ ବରଗଡ଼ରେ ଥିବା ଶିକ୍ଷାନୁଷ୍ଠାନର ସମୟ ପରିବର୍ତ୍ତନ

ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ବରଗଡ଼ ସହରରେ ସକାଳ ସମୟରେ ହେବ ପାଠପଢ଼ା । ଧନୁଯାତ୍ରା ଦର୍ଶକଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଚିଠି । ସମ୍ଭାବ୍ୟ ଭିଡ ଏବଂ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି…