Month: November 2024

ଜି-୨୦ ଶିଖର ସମ୍ମିଳନୀରେ ମୋଦି,ସମ୍ପର୍କ ଦୃଢ଼ ନେଇ ବିଶ୍ୱ ନେତାଙ୍କ ସହ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଇଟାଲୀ, ଇଣ୍ଡୋନେସିଆ, ନରୱେ, ପର୍ତ୍ତୁଗାଲ, ଇଜିପ୍ଟ ଏବଂ ଦକ୍ଷିଣ କୋରିଆ ସମେତ ଅନେକ ଦେଶର ନେତାମାନଙ୍କୁ ଭେଟିଥିଲେ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଉନ୍ନତ ତଥା ସୁଦୃଢ଼ କରିବାର ଉପାୟ ଉପରେ ଆଲୋଚନା…

ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ‘କ୍ୟାସ ଫର ଭୋଟ’ ମାମଲା ରେ ଫସିଲେ ବିଜେପି ନେତା ବିନୋଦ ତାୱଡ଼େ

ମହାରାଷ୍ଟ୍ର ନିର୍ବାଚନର ପୂର୍ବ ସନ୍ଧ୍ୟା ରେ ବହୁଜନ ବିକାଶ ଅଘାଡି (ବିଭିଏ) କର୍ମୀମାନେ ମଙ୍ଗଳବାର ଦିନ ବରିଷ୍ଠ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ତଥା ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କୁ ଭୋଟରମାନଙ୍କୁ ଲାଞ୍ଚ ଦେବାକୁ ଉଦ୍ଯମ କରୁଥିବା ଅଭିଯୋଗ…

କ୍ୟାପିଟାଲ୍ ହସ୍ପିଟାଲ୍‌ରେ ୪୦କୁ ବଢ଼ିବ ଆଇସିୟୁ ବେଡ୍ ସଂଖ୍ୟା

କ୍ୟାପିଟାଲ୍ ହସ୍ପିଟାଲ୍‌ରେ ବଢ଼ିବ ଆଇସିୟୁ ବେଡ୍ ସଂଖ୍ୟା । କ୍ୟାପିଟାଲ ହସ୍ପିଟାଲ୍‌ରେ ରୋଗୀ କଲ୍ୟାଣ ସମିତି ‌ସାଧାରଣ (ଆର୍‌କେଏସ୍‌) ବୈଠକରେ ଆଇସିୟୁ ବେଡ୍ ସଂଖ୍ୟା ବଢ଼ିବା ନେଇ ନିଷ୍ପତ୍ତି ନିଆ ଯାଇଛି । ଏ ନେଇ ସମିତି ଅଧ୍ୟକ୍ଷା ଭୁବନେଶ୍ୱର ସାଂସଦ…

୨୫ରେ ହେବାକୁ ଯାଉଛି ସର୍ବଦଳୀୟ ବୈଠକ

ନଭେମ୍ବର ୨୫ ତାରିଖରେ ବସିବ ସର୍ବଦଳୀୟ ବୈଠକ । ୨୬ ତାରିଖରୁ ଆରମ୍ଭ ହେବାକୁଥିବା ବିଧାନସଭାର ଶୀତକାଳିନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ୨୫ ତାରଖ ଦିନ ହେବାକୁ ଯାଉଛି । ଏହି ବୈଠକ ନେଇ ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ…

ଆସୁଛି ଆଉ ଏକ ଲଘୁଚାପ; ପୁଣି ବର୍ଷାରେ ଭିଜିବ ସାରା ରାଜ୍ୟ

ପୁଣି ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ । ଆସନ୍ତା ୨୧ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । କ୍ରମେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଆସନ୍ତା ୨୩ ସୁଦ୍ଧା ଲଘୁଚାପରେ ପରିଣତ ହେବ ।…

ଧାନ ମଣ୍ଡିକୁ ଦଲାଲ ନଆସିବା ପାଇଁ ହେବ ପାଟ୍ରୋଲିଂ: ସୁରେଶ ପୂଜାରୀ

ଆସନ୍ତାକାଲିଠୁ ବରଗଡ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ଧାନ କିଣା ପ୍ରକ୍ରିୟା । କାଲିଠୁ ଧାନ କିଣା ନେଇ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇ କହିଛନ୍ତି କାଲିଠୁ ବରଗଡ଼ ଓ ୨୧ରେ ସମ୍ବଲପୁରରେ ଧାନ କିଣା ଆରମ୍ଭ…

ଡବଲ ଇଂଜିନ ସରକାର ବାଲିଯାତ୍ରାକୁ ଜାତୀୟ ଉତ୍ସବ ମାନ୍ୟତା ଦିଅନ୍ତୁ: ବିଜେଡି

ଏବର୍ଷର ବାଲିଯାତ୍ରା କାର୍ଯ୍ୟକ୍ରମର ପରିଚାଳନାରେ ହୋଇଥିବା ଅନେକ ବିଭ୍ରାଟକୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ବିଜୁ ଜନତା ଦଳ ତରଫରୁ ଆଜି ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ…

ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ

ଆସନ୍ତା ୨୯ ତାରିଖରେ ପ୍ରଥମ ଥର ଭୁବନେଶ୍ବରରେ ଅନୁଷ୍ଠିତ ହେବ ଡିଜିପି ସମ୍ମିଳନୀ। ଏଥିରେ ଯୋଗଦେବାକୁ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ନଭେମ୍ବର ୨୯ ତାରିଖରୁ ଡିସେମ୍ବର ୧…

ଜମି ସମସ୍ୟାରୁ ରାଜ୍ୟରେ ରେଳ ଓ ଜାତୀୟ ରାଜପଥ ପ୍ରକଳ୍ପ ଅଟକି ରହିଛି

କେନ୍ଦ୍ର ଓ ରାଜ୍ୟରେ ଭାଜପାର ‘ଡବଲ୍ ଇଞ୍ଜିନ୍’ ସରକାର ମିଳିତ ଭାବେ କାର୍ଯ୍ୟ କରିବାର ପାଞ୍ଚମାସ ପରେ ମଧ୍ୟ ଜମି ସମ୍ବନ୍ଧୀୟ ପ୍ରତିବନ୍ଧକ ନୂଆ ରେଳ ଲାଇନ୍ ଓ ଜାତୀୟ ରାଜପଥ ସମେତ କେତେକ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପକୁ ଅଟକାଇ ରଖିଛି…

ବଦଳି ପୋଷ୍ଟିଂ ପାଇଁ ଚାପ ପକାଉଛି କିଏ ?

ନଭେମ୍ବର ୧୧ତାରିଖରେ ମୁଖ୍ୟ ସଚିବ ମନୋଜ ଆହୁଜାବାବୁ ଏକ ସର୍କୁଲାର ଜାରି କରିଥିଲେ । ସବୁ ବିଭାଗର ସଚିବ ଓ ଅନ୍ୟ ଅଧିକାରୀଙ୍କ ପାଖକୁ ଏହି ଚିଠି ଯାଇଥିଲା। ଏଥିରେ ଉଲ୍ଲେଖ ଥିଲା ଯେ, ବଦଳି ଏବଂ ପୋଷ୍ଟି ପାଇଁ ଯେଉଁ…