Month: November 2024

୧୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 

ଦିନିକିଆ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ନଭେମ୍ୱର ୧୫ରେ ରାଉରକେଲା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ବିର୍ସା ମୁଣ୍ଡ ଷ୍ଟାଡିୟମଠାରେ ହେବାକୁ ଥିବା ଜନଜାତୀୟ ଗୌରବ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ କାର୍ଯ୍ୟକ୍ରମ ରହିଛି ।…

କ୍ୱେଟା ରେଳ ଷ୍ଟେସନରେ ବିସ୍ଫୋରଣ: ୨୪ ମୃତ, ୪୦ରୁ ଅଧିକ ଆହତ

ଆଜି ପାକିସ୍ତାନର ବଲୁଚିସ୍ତାନରେଥିବା କ୍ୱେଟା ରେଳ ଷ୍ଟେସନରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ଘଟିବା ମାତ୍ରେ ରେଳ ଷ୍ଟେସନରେ ଧାଁ ଧୌଡ ଆରମ୍ଭ…

ଆସନ୍ତା ୨୪ରେ ଆସିବ ‘ସୁଭଦ୍ରା’ ଟଙ୍କା

ଆସନ୍ତା ୨୪ରେ ଆସିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ।୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଟଙ୍କା।ସୁନ୍ଦରଗଡ଼ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୩ୟ ପର୍ଯ୍ୟାୟ ଟଙ୍କା ଦିଆଯିବ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।…

କାଶୀପୁରରେ ହିତାକାରୀଙ୍କୁ ଦିଆଯାଉଛି ପୋକା ଚାଉଳ

ଆଦିବାସୀ ଅଧ୍ଯୁଷିତ କନ୍ଧମାଳରେ ଖାଇବାକୁ ନପାଇ ଆମ୍ବ ଟାକୂଆ ଜାଉ ଖାଇ ଲୋକେ ଜୀବନ ହାରିଥିବାବେଳେ ଚର୍ଚ୍ଚାରେ ରହି ଆସୁଥିବା ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ପିଡ଼ିଏସ୍ ସାମଗ୍ରୀ ପାଉଥିବା ହିତାଧିକାରୀଙ୍କୁ ପୋକ ସାଲୁବାଲୁ ଚାଉଳ ଦିଆଯାଇଛି। ଏ ନେଇ ଜିଲ୍ଲା…

ନବୀନଙ୍କ ୨୪ ବର୍ଷର ତପସ୍ୟାକୁ ଲୋକେ ପ୍ରତ୍ୟାଖ୍ୟାନ କଲେ କାହିଁକି ?

କନ୍ଧମାଳରେ ଆମ୍ବ ଟାକୁଆ ଜାଉ ଖାଇବା କାରଣରୁ ଦୁଇଜଣ ଆଦିବାସୀ ମହିଳାଙ୍କ ମୃତ୍ୟୁ ଏକ ରାଜନୈତିକ ରୂପ ନେଇସାରିଛି। ଏହା ମଧ୍ୟ ସାଭାବିକ କଥା। ଦୁର୍ନୀତି ଗ୍ରସ୍ତ ଯୋଗାଣ ବିଭାଗଦ୍ବାରା ଅଯଥା ଭାଜପା ସରକାର ବଦନାମ ମୁଣ୍ଡାଇଛି। ତେଣୁ ସମାଲୋଚନା ଶୁଣିବାକୁ…

ପଶ୍ଚିମବଙ୍ଗରେ ଲାଇନଚ୍ୟୁତ ହେଲା ସାଲିମାର-ସିକନ୍ଦରାବାଦ୍ ସ୍ପେଶାଲ ଟ୍ରେନ୍; ହେଲପଲାଇନ୍ ନଂ ଜାରି 

ଲାଇନଚ୍ୟୁତ ହେଲା ସାଲିମାର-ସିକନ୍ଦରାବାଦ୍ ସୁପରଫାଷ୍ଟ ଏକ୍ସପ୍ରେସ। ପଶ୍ଚିମବଙ୍ଗର ହାୱଡ଼ା ନାଲପୁର ଷ୍ଟେସନ ନିକଟରେ ହୋଇଛି ଲାଇନଚ୍ୟୁତ। ଟ୍ରେନ୍‌ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା । ସେଥିମଧ୍ୟରୁ ଦୁଇଟି ଯାତ୍ରୀବାହୀ କୋଚ୍ ଓ ଗୋଟିଏ ପାର୍ସଲ କୋଚ୍ ରହିଛି । ଏହି…

ମନ୍ଦିରରୁ ଚୋରି ପରେ ଆଜି ମା’ ତାରାତାରିଣୀଙ୍କ ମହାସ୍ନାନ

ରାଜ୍ୟର ପ୍ରମୁଖ ଶକ୍ତିପୀଠ ତଥା ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କର ଆଜି ମହାସ୍ନାନ । ମା’ଙ୍କୁ ଚୋରମାନେ ସ୍ପର୍ଶ କରିଥିବା ଯୋଗୁଁ ମା’ଙ୍କୁ ଏଭଳି ମହାସ୍ନାନ କରାଯାଇଛି। ପବିତ୍ର ଋଷିକୂଲ୍ୟା ନଦୀରୁ ମନ୍ଦିର ସେବାୟତଙ୍କ ପରିବାରର ମହିଳାମାନେ ୧୦୮ କଳସ…

ତାମିଲନାଡୁର ମୁଖ୍ଯ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ଝିଅ ଅର୍ଚ୍ଚନା ପଟ୍ଟନାୟକ

ତାମିଲନାଡୁ ମୁଖ୍ଯ ନିର୍ବାଚନ ଅଧିକାରୀ ଭାବେ ଏମ୍. ଏସ୍. ଏମ୍. ଇ. ସଚିବ ଅର୍ଚ୍ଚନାଙ୍କୁ ନିଯୁକ୍ତି ଦେଇଛନ୍ତି ନିର୍ବାଚନ କମିଶନ। ଓଡ଼ିଶାର ମୂଳ ବାସିନ୍ଦା ଏହି ବରିଷ୍ଠ ଆଇଏଏସ୍ ଅଧିକାରୀ ଓଡ଼ିଶାର ସତ୍ଯବ୍ରତ ସାହୁଙ୍କ ସ୍ଥାନରେ ଦାଯ଼ିତ୍ୱ ଗ୍ରହଣ କରିବେ।ସେ ୨୦୧୭-୨୦୨୦…

ନବୀନଙ୍କ ପାଇଁ ନିର୍ବାଚନ ହାରିଲା ବିଜେଡି: ସୁଶାନ୍ତ ବେହେରା

୨୦୨୪ ନିର୍ବାଚନରେ ବିଜେଡିର ପରାଜୟକୁ ପାଞ୍ଚ ମାସ ବିତି ଯାଇଥିଲେ ମଧ୍ୟ ଦଳ ନିଜର ପରାଜୟକୁ ନେଇ କାରଣ ଖୋଜିବାରେ ଲାଗିଛି । ନିର୍ବାଚନ ପରେ ଶାସନଭାର ହାତରୁ ଗଲାପରେ ବିଜେଡିରେ ଦେଖା ଦେଇଛି ଦଳକନ୍ଦଳ। ନିର୍ବାଚନ ହାରିବାର ଦୋଷ ପରସ୍ପର…