Month: November 2024

ପଶ୍ଚିମବଙ୍ଗରେ ଲାଇନଚ୍ୟୁତ ହେଲା ସାଲିମାର-ସିକନ୍ଦରାବାଦ୍ ସ୍ପେଶାଲ ଟ୍ରେନ୍; ହେଲପଲାଇନ୍ ନଂ ଜାରି 

ଲାଇନଚ୍ୟୁତ ହେଲା ସାଲିମାର-ସିକନ୍ଦରାବାଦ୍ ସୁପରଫାଷ୍ଟ ଏକ୍ସପ୍ରେସ। ପଶ୍ଚିମବଙ୍ଗର ହାୱଡ଼ା ନାଲପୁର ଷ୍ଟେସନ ନିକଟରେ ହୋଇଛି ଲାଇନଚ୍ୟୁତ। ଟ୍ରେନ୍‌ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା । ସେଥିମଧ୍ୟରୁ ଦୁଇଟି ଯାତ୍ରୀବାହୀ କୋଚ୍ ଓ ଗୋଟିଏ ପାର୍ସଲ କୋଚ୍ ରହିଛି । ଏହି…

ମନ୍ଦିରରୁ ଚୋରି ପରେ ଆଜି ମା’ ତାରାତାରିଣୀଙ୍କ ମହାସ୍ନାନ

ରାଜ୍ୟର ପ୍ରମୁଖ ଶକ୍ତିପୀଠ ତଥା ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କର ଆଜି ମହାସ୍ନାନ । ମା’ଙ୍କୁ ଚୋରମାନେ ସ୍ପର୍ଶ କରିଥିବା ଯୋଗୁଁ ମା’ଙ୍କୁ ଏଭଳି ମହାସ୍ନାନ କରାଯାଇଛି। ପବିତ୍ର ଋଷିକୂଲ୍ୟା ନଦୀରୁ ମନ୍ଦିର ସେବାୟତଙ୍କ ପରିବାରର ମହିଳାମାନେ ୧୦୮ କଳସ…

ତାମିଲନାଡୁର ମୁଖ୍ଯ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ଝିଅ ଅର୍ଚ୍ଚନା ପଟ୍ଟନାୟକ

ତାମିଲନାଡୁ ମୁଖ୍ଯ ନିର୍ବାଚନ ଅଧିକାରୀ ଭାବେ ଏମ୍. ଏସ୍. ଏମ୍. ଇ. ସଚିବ ଅର୍ଚ୍ଚନାଙ୍କୁ ନିଯୁକ୍ତି ଦେଇଛନ୍ତି ନିର୍ବାଚନ କମିଶନ। ଓଡ଼ିଶାର ମୂଳ ବାସିନ୍ଦା ଏହି ବରିଷ୍ଠ ଆଇଏଏସ୍ ଅଧିକାରୀ ଓଡ଼ିଶାର ସତ୍ଯବ୍ରତ ସାହୁଙ୍କ ସ୍ଥାନରେ ଦାଯ଼ିତ୍ୱ ଗ୍ରହଣ କରିବେ।ସେ ୨୦୧୭-୨୦୨୦…

ନବୀନଙ୍କ ପାଇଁ ନିର୍ବାଚନ ହାରିଲା ବିଜେଡି: ସୁଶାନ୍ତ ବେହେରା

୨୦୨୪ ନିର୍ବାଚନରେ ବିଜେଡିର ପରାଜୟକୁ ପାଞ୍ଚ ମାସ ବିତି ଯାଇଥିଲେ ମଧ୍ୟ ଦଳ ନିଜର ପରାଜୟକୁ ନେଇ କାରଣ ଖୋଜିବାରେ ଲାଗିଛି । ନିର୍ବାଚନ ପରେ ଶାସନଭାର ହାତରୁ ଗଲାପରେ ବିଜେଡିରେ ଦେଖା ଦେଇଛି ଦଳକନ୍ଦଳ। ନିର୍ବାଚନ ହାରିବାର ଦୋଷ ପରସ୍ପର…

ଆମ୍ବ ଟାକୁଆ ଖାଇ ମୃତ୍ୟୁ ମାମଲା: ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କଲେ ନବୀନ

ଆମ୍ବ ଟାକୁଆ ମୃତ୍ୟୁ ନେଇ ଦିନକୁ ଦିନ ତେଜୁଛି ରାଜନୀତି ।ଆମ୍ବ ଟାକୁଆ ଖାଇ ଦୁଇଜଣ ଆଦିବାସୀ ମହିଳା ମୃତ୍ୟୁବରଣ କରିବା ଘଟଣାରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ।…

କଟକ ବାଲି ଯାତ୍ରାରେ ଫୁଟପାଥ୍ ଭେଣ୍ଡିଂ ଉପରେ ପ୍ରତିବନ୍ଧକ ଲଗାଇଲା ଜିଲ୍ଲା ପ୍ରଶାସନ

ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶକୁ ଦର୍ଶାଇ କଟକ ଜିଲ୍ଲା ପ୍ରଶାସନ ବାଲି ଯାତ୍ରା ସମୟରେ ଅସ୍ଥାୟୀ ବ୍ୟବସାୟୀମାନଙ୍କୁ ଫୁଟପାଥରେ ବ୍ୟବସାୟ କରିବାକୁ ବାରଣ କରିଛି। ନଭେମ୍ବର ୮ ରୁ ୨୪ ପର୍ଯ୍ଯନ୍ତ, ପ୍ରଶାସନ ଧାରା ୧୬୩ ବି. ଏନ୍. ଏସ୍. ଏସ୍. ଲାଗୁ…

ବାହାର ରାଜ୍ୟରୁ ଧାନ ଯେପରି ନଆସିବ ସେଥିପାଇଁ ସିଲ୍ ହେବ ସୀମା

ଆସନ୍ତା ମାସରେ ଖରିଫ ଋତୁ ପାଇଁ ଧାନ କ୍ରୟ ଆରମ୍ଭ ହେବା ପରେ ପଡୋଶୀ ରାଜ୍ଯଗୁଡ଼ିକ ସହିତ ସୀମା ସିଲ୍ କରାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ଯକ୍ଷତାରେ ଏକ ସମୀକ୍ଷା…

ରାଜଧାନୀ ରେ ଲଭ ଜିହାଦ କେସ ; ଜମ୍ମୁ କାଶ୍ମୀର ର ଯୁବକ ଗିରଫ

ଭୁବନେଶ୍ବରରେ ପୁଣି ସାମ୍ନା କୁ ଆସିଛି ଆଉ ଏକ ଲଭ ଜିହାଦ୍‌ କେସ । ରାଜଧାନୀରେ ଯୁବତୀଙ୍କୁ ପ୍ରେମଜାଲ ରେ ଫସାଇ ଟଙ୍କା ହଡପ କରିନେଇଛନ୍ତି ଜମ୍ମୁ-କାଶ୍ମୀରର ଯୁବକ । ଓଡ଼ିଆ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ…

ଲାଞ୍ଚ ଅଭିଯୋଗ ରେ ମେଡିକାଲ ଅଫିସର ଓ ଫାର୍ମାସିଷ୍ଟ ଭିଜିଲାନ୍ସ ଦ୍ୱାରା ଗିରଫ

C.H.C, ବଇପାରିଗୁଡା, ଜିଲ୍ଲା-କୋରାପୁଟ ର ମେଡିକାଲ୍ ଅଫିସର ଇନ୍-ଚାର୍ଜ ଡକ୍ଟର ବିଶ୍ୱଜିତ୍ ଭୂୟାଁ ଏବଂ ଜିଲ୍ଲା-କୋରାପୁଟ ଅଧୀନରେ ଥିବା ଜାତୀୟ ସ୍ୱାସ୍ଥ୍ଯ ମିଶନ (NHM) ର ଫାର୍ମାସିସ୍ଟ୍ ଉତ୍ତମ ମାହାଙ୍କୁଡ଼ କୁ ଆଜି ୮ ତାରିଖ ରେ , କିଛି ସମୟ…