ତାଜା ଖବର ଦେଶ କାନାଡାର ହିନ୍ଦୁ ମନ୍ଦିର ଉପରେ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନିନ୍ଦା November 4, 2024 Sitaram Senapati କାନାଡାର ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ, ଯାହା ଖାଲିସ୍ତାନ ସମର୍ଥକ କାର୍ଯ୍ଯକର୍ତ୍ତାଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ହୋଇଥିଲା, ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ତୀବ୍ର ନିନ୍ଦା କରିଥିଲେ। ସେ ଏହା ମଧ୍ଯ କହିଥିଲେ ଯେ ଏଭଳି ହିଂସାକାଣ୍ଡ…
ତାଜା ଖବର ରାଜନୀତି ରାଜ୍ୟ ମୋହନ ସରକାର ଚାହାନ୍ତି ନାହିଁ କି ଝୋଟ ବ୍ୟାଗ୍ ଦୁର୍ନୀତିରୁ ପରଦା ହଟୁ ? November 4, 2024 Papirani ଝୋଟ ବ୍ୟାଗ୍ ଦୁର୍ନୀତି ପ୍ରଘଟ ହେଲେ ମୋହନ ସରକାର ଭାଙ୍ଗିଯିବ କି ? ଯଦି ଏଭଳି ସାମାନ୍ୟତମ ଆଶଙ୍କା ନାହିଁ, ତେବେ ମୋହନ ସରକାରଙ୍କର ଅଫିସରମାନେ ଏ ସଂକ୍ରାନ୍ତ ତଥ୍ୟ ଲୁଚାଉଛନ୍ତି କାହିଁକି ? ଅନ୍ୟ ଅର୍ଥରେ ନବୀନ-ପାଣ୍ଡିଆନ ସରକାରଙ୍କ ଦୁର୍ନୀତିକୁ…
ତାଜା ଖବର ରାଜ୍ୟ ଓଡିଶାରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ୬ଟି ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ November 4, 2024 Papirani ଆଜି ନୂଆ ଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ହିନ୍ଦୀ ସମିତିର ୩୨ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡିଶାରେ ହିନ୍ଦୀ ଭାଷାର ପ୍ରଚାର…
ରାଜ୍ୟ କଟକ SCB ମେଡିକାଲ କଲେଜରେ ରାଗିଂ ଅଭିଯୋଗ November 4, 2024 Sitaram Senapati କଟକର ଏସ.ସି.ବି ମେଡ଼ିକାଲ କଲେଜର ପ୍ରଥମ ବର୍ଷର ଜଣେ ଏମ୍. ବି. ବି. ଏସ୍. ଛାତ୍ର ଏସ୍. ସି. ବି. ମେଡ଼ିକାଲ କଲେଜର ଶେଷ ବର୍ଷର ଛାତ୍ରମାନଙ୍କ ବିରୋଧରେ ରାଗିଂ ଅଭିଯୋଗ ଆଣିଛନ୍ତି l ପ୍ରଭାବିତ ଛାତ୍ରଙ୍କ ବ୍ୟତୀତ , କିଛି…
ତାଜା ଖବର ଦେଶ ରାଜନୀତି ବଦଳିଲା କେରଳ, ପଞ୍ଜାବ ଓ ଉତ୍ତର ପ୍ରଦେଶର ଉପ ନିର୍ବାଚନ ତାରିଖ November 4, 2024 Papirani ତିନୋଟି ରାଜ୍ୟରେ ହେବାକୁ ଥିବା ଉପ ନିର୍ବାଚନ ତାରିଖରେ ପରିବର୍ତ୍ତନ କରାଯାଇଛି । ଏକାଧିକ ରାଜନୀତିକ ଦଳର ଅନୁରୋଧକ୍ରମେ ଆଜି ଭାରତୀୟ ନିର୍ବାଚନ କମିଶନ କେରଳ, ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୪ଟି ବଧାନସଭା ଆସନ ପାଇଁ ହେବାକୁ ଥିବା ଉପ…
ତାଜା ଖବର ରାଜ୍ୟ ନଭେମ୍ବର ୨୧ରୁ ଆରମ୍ଭ ହେବ ଧାନ କିଣା November 4, 2024 Papirani ଚଳିତ ଖରିଫ ଋତୁ ପାଇଁ ନଭେମ୍ବର ୨୧ ତାରିଖରୁ ଧାନ କିଣା ଆରମ୍ଭ ହେବାକୁ ଯାଉଛି। ଧାନ କିଣା ନେଇ ଆଜି ହୋଇଥିବା ମନ୍ତ୍ରୀସ୍ତରୀୟ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ…
ତାଜା ଖବର ରାଜ୍ୟ ଆମ୍ବ ଟାକୁଆରୁ ପ୍ରସ୍ତୁତ ଜାଉ ଖାଇ ହୋଇଛି ହେପାଟାଇଟିସ୍: ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ November 4, 2024 Papirani କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ମାଣ୍ତିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇବା ଘଟଣାକୁ ନେଇ ଆସିଲା ନୂଆ ତଥ୍ୟ । ଆମ୍ବ ଟାକୁଆ ଜାଉରୁ ଦୁଇ ରୋଗୀଙ୍କୁ ହେପାଟାଇଟିସ୍ ହୋଇଛି । ଏନେଇ ଆଜି ସୂଚନା ଦେଇ ଜନ ସ୍ଵାସ୍ଥ୍ୟ…
ତାଜା ଖବର ରାଜ୍ୟ ବାତ୍ୟା’ଦାନା’ରେ ୬୦୦କୋଟି ର କ୍ଷୟକ୍ଷତି ଆକଳନ: ସୁରେଶ ପୂଜାରୀ November 4, 2024 Sitaram Senapati ଶକ୍ତିଶାଳୀ ଘୁର୍ଣ୍ଣିବାତ୍ୟା “ଦାନା” ଏବଂ ଓଡ଼ିଶାର ଅନେକ ଜିଲ୍ଲାରେ ବନ୍ୟା ଯୋଗୁଁ ପ୍ରାୟ ୪୧ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି |ପ୍ରାରମ୍ଭିକ ଆକଳନ ଅନୁଯାୟୀ ବାତ୍ୟା ପ୍ରାୟ ୬୦୦କୋଟି ଟଙ୍କାର କ୍ଷୟକ୍ଷତି ଘଟାଇଛି ବୋଲି ରାଜସ୍ୱ ଏବଂ ବିପର୍ଯ୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ ଫିରିଙ୍ଗିଆ ବ୍ଲକ କନିଷ୍ଠ ଯନ୍ତ୍ରୀ ଅଶୋକ ପାଢ଼ୀ November 4, 2024 Papirani ଲାଞ୍ଚ ନେବା ଅଧିକାରୀଙ୍କୁ ପଡ଼ିଲା ମହଙ୍ଗା । ଲାଞ୍ଚ ନେଉଥିବା ବେଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ଅଶୋକ ପାଢ଼ୀଙ୍କୁ ମାଡିବସିଲା ଭିଜିଲାନ୍ସ। ବିଲ ପାସ୍ କରିବାପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ…
ରାଜନୀତି ରାଜ୍ୟ ବିଜେଡି ଆନ୍ଦୋଳନ ରେ ନାହାନ୍ତି ବିଜେଡି କାଉନସିଲର; ବଢ଼ିଲା ଚର୍ଚ୍ଚା November 4, 2024 Sitaram Senapati ବିଜେଡ଼ିର ଆଭ୍ୟନ୍ତରୀଣ ବିଭାଜନ ପୁଣି ଥରେ ଦୃଶ୍ଯମାନ ହେଉଛି। ଏଥର କୋରାପୁଟ ଅନ୍ତର୍ଗତ ଜୟପୁରରୁ ବିଜେଡ଼ି ମଧ୍ଯରେ ଅନ୍ତର୍ଦ୍ୱନ୍ଦ୍ୱ ଘଟିଛି, ଯେଉଁଠାରେ ଜଗନ୍ନାଥ ସାଗର ପୁଷ୍କରିଣୀର ପୌରପାଳିକାର ମରାମତି କାର୍ଯ୍ଯରେ ହୋଇଥିବା ଅନିୟମିତତା ର ବିରୋଧ ପ୍ରତିବାଦରେ ଦଳର ଅନେକ ପରିଷଦ…