ତାଜା ଖବର ରାଜ୍ୟ ଆମ୍ବ ଟାକୁଆ ପାଇଁ ନୁହେଁ, ଫୁଡ ପଏଜନିଂ ପାଇଁ ହୋଇଛି ମୃତ୍ୟୁ! November 2, 2024 Papi Jena କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଦୁଇ ଜଣ ମହିଳାଙ୍କ ଦୁଃଖଦ ମୃତ୍ୟୁ ଘଟଣା ପରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ ପକ୍ଷରୁ ଘଟଣାର କାରଣ ସମ୍ପର୍କରେ ଅନୁସନ୍ଧାନ କରାଯାଇଥିଲା। *ରିପୋର୍ଟରୁ ଜଣାପଡିଛି…
ତାଜା ଖବର ଦେଶ ରାଜନୀତି ୨୫ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ November 2, 2024 Papi Jena ୨୫ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ୨୫ନଭେମ୍ବରରୁ ଆରମ୍ଭ ହୋଇ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଶୀତକାଳୀନ ଅଧିବେଶନ । ଚଳିତ ଅଧିବେଶନରେ ମୋଟ୍ ୨୬ଟି କାର୍ଯ୍ୟଦିବସ ରହିଛି । ୨୫ ତାରିଖରେ ସଂସଦର ଅଧିବେଶନ ଆରମ୍ଭ…
ତାଜା ଖବର ରାଜନୀତି ରାଜ୍ୟ ଅପପୃଷ୍ଟି ପ୍ରସଙ୍ଗରେ ବିବୃତି ଦେଇ ନିଜ ବିଫଳତାକୁ ପରିପ୍ରକାଶ କରିଛି ବିଜେଡି : ବିରଞ୍ଚି ନାରାୟଣ ତ୍ରିପାଠୀ November 2, 2024 Papi Jena କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ମୃତ୍ୟୁ ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଏନେଇ ରାଜ୍ୟ ସରକାର ଚିନ୍ତିତ ଓ ସଚେତନ ଅଛନ୍ତି । ତୁରନ୍ତ ଘଟଣାସ୍ଥଳକୁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ପଠାଇ ଏହାର ତଦନ୍ତ କରିଛନ୍ତି…
ବ୍ୟବସାୟ କାଲି ସୁଦ୍ଧା ଆକଳନ ହେବ ବାତ୍ୟା କ୍ଷୟକ୍ଷତି ;ସୁରେଶ ପୂଜାରୀ November 2, 2024 Sitaram Senapati ଶନିବାର ଦିନ ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବିବୃତ୍ତି ଅନୁଯାଯ଼ୀ, ଓଡ଼ିଶା ସରକାର ନଭେମ୍ବର ୩ସୁଦ୍ଧା ଶକ୍ତିଶାଳୀ ଘୂର୍ଣ୍ଣିବାତ୍ୟା “ଦାନା” ଦ୍ୱାରା ହୋଇଥିବା କ୍ଷୟକ୍ଷତିର ମୂଲ୍ୟାଙ୍କନ ଶେଷ କରିବେ।ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ହେଉଛି ସେହି ତିନୋଟି…
ତାଜା ଖବର ରାଜନୀତି ରାଜ୍ୟ ଖଣି ବେପାର ପାଇଁ ମୁହାଁମୁହିଁ ହେଲେ ମନ୍ତ୍ରୀ ଓ ବିଧାୟକ November 2, 2024 Papi Jena ଖଣି ସମୃଦ୍ଧ କେନ୍ଦୁଝର ଜିଲ୍ଲା ଏବେ ପୁଣି ଥରେ ରାଜନୈତିକ ପଶାପାଲିର ଶିକାର ହେବାକୁ ଯାଉଛି । ନବୀନ ସରକାରଙ୍କ ଅମଳରେ ଯେଉଁ ଫର୍ମୁଲାରେ ବିଜୁ ଜନତା ଦଳ କୋଟିକୋଟି ଟଙ୍କା ଲୁଟି ଥିଲା, କ୍ଷମତା ପରିବର୍ତ୍ତନ ପରେ ଏବେ ଭାରତ…
ତାଜା ଖବର ରାଜନୀତି ରାଜ୍ୟ ୭୫ ବର୍ଷରେ ହୋଇଥିବା ଅବହେଳା ଓ ବିକାଶର ଅସମାନତାକୁ ଦୂର କରିବା ପାଇଁ ଆମ ସରକାର ବଦ୍ଧପରିକର- ମୁଖ୍ୟମନ୍ତ୍ରୀ November 2, 2024 Papi Jena ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇ ବେଲପଡା ଓ ପାଟଣାଗଡ ଠାରେ ବଲାଙ୍ଗିର ଜିଲ୍ଲା ପାଇଁ ୮୯୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦ୍ଘାଟନ…
ତାଜା ଖବର ରାଜ୍ୟ ଭିଜିଲାନ୍ସ ପରେ ଏବେ ଇ.ଡି ସ୍କାନ୍ନର ରେ ବଡ ବାବୁ November 2, 2024 Sitaram Senapati ଖୁବ ଶୀଘ୍ର, ଓଡ଼ିଶାର ସମସ୍ତ ଇଞ୍ଜିନିଯ଼ର ଯେଉଁମାନେ ଆୟ ବହିର୍ଭୁତ ସମ୍ପତ୍ତି କାରଣରୁ ଭିଜିଲାନ୍ସ ଜାଲରେ ଫସିଛନ୍ତି, ସେମାନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ଦ୍ୱାରା ପଚରାଉଚରା କରାଯିବ | ସୂତ୍ରରୁ ମିଳିଥିବା ସୂଚନା ଅନୁଯାଯ଼ୀ, ଭିଜିଲାନ୍ସ ଗତ ଚାରି ମାସ ମଧ୍ୟରେ ଯେଉଁ…
ତାଜା ଖବର ରାଜନୀତି ରାଜ୍ୟ ଆମ୍ବ ଟାକୁଆ ଖାଇ ଦୁଇ ମହିଳାଙ୍କ ମୃତ୍ୟୁ ଘଟଣା;ସରକାର ଉପରେ ବର୍ଷୀଲା ବିଜେଡି November 2, 2024 Sitaram Senapati କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ରେ ଖାଦ୍ୟାଭାବରୁ ଆମ୍ବ ଟାକୁଆର ଯାଉ ଖାଇ ୨ଟି ପରିବାରର ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ୬ଜଣ ଗୁରୁତର ଅଛନ୍ତି |ଏହି ଘଟଣାକୁ ନେଇ ଆଜି ବିଜେପି ସରକାର ଉପରେ ବର୍ଷିଛି ବିଜେଡ଼ି। ଏହାକୁ ଗୁରୁତର…
ତାଜା ଖବର ରାଜନୀତି ରାଜ୍ୟ ନବୀନଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ ପ୍ରସଙ୍ଗ; କମିଟି ନିଷ୍ପତ୍ତି ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ: ୱାଇ ବି ଖୁରାନିଆ November 2, 2024 Papi Jena ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ବଦଳି ଯାଇଛି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା । ପୂର୍ବରୁ Z ସୁରକ୍ଷା ଦିଆଯାଉଥିବା ବେଳେ ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରି Y ଶ୍ରେଣୀ କରିଛନ୍ତି ରାଜ୍ୟ ସରକାର । ଏହା ସହିତ ଅନ୍ୟ…
ତାଜା ଖବର ରାଜ୍ୟ ଦନ୍ତାହାତୀ ଉପରେ ମାଡିଗଲା ମାଲବାହୀ ଟ୍ରେନ November 2, 2024 Sitaram Senapati ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଚିନ୍ତାପୋଖରୀ ଠାରେ ଟ୍ରେନ ଦୁର୍ଘଟଣା ରେ ଦନ୍ତା ହାତୀ ର ମୃତ୍ୟୁ ଘଟିଛି | ସୂଚନା ଅନୁଯାୟୀ ୪୦ ଟିକିଆ ହାତୀ ପଲ ରେଳଧାରଣା ପାର କରୁଥିବା ବେଳେ ମାଲବାହୀ ଟ୍ରେନ ହାତୀ କୁ ଧକ୍କା…