ତାଜା ଖବର ରାଜ୍ୟ ରାଜ୍ୟରେ ପୁନଃଗଠନ ହେବ ଓସ୍ଡମା October 5, 2024 Papirani ରାଜ୍ୟରେ ପୁନଃଗଠନ ହେବ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଓସ୍ଡମା)। ଓସ୍ଡମାରେ ୧୦୨ କର୍ମଚାରୀଙ୍କ ମଧ୍ୟରୁ ୧୦ ପୋଷ୍ଟ ରଦ୍ଦ ହୋଇଥିବାବେଳେ ୩୭ ନୂଆ ପଦବୀ ସୃଷ୍ଟି ହୋଇଛି। ପୁନଃଗଠନ ପରେ କର୍ମଚାରୀ ସଂଖ୍ୟା ବୃଦ୍ଧି ପାଇ ୧୨୯ ହେବ। ଏଥିରେ ୪ଟି…
ତାଜା ଖବର ପ୍ରିମିୟମ ଖବର ରାଜନୀତି ରାଜ୍ୟ ଦୈନିକ ସମ୍ବାଦପତ୍ର ‘ନିର୍ଭୟ’ର ଦଶମ ବାର୍ଷିକ ପୂର୍ତ୍ତି ଉତ୍ସବ; ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ October 5, 2024 Papirani ଆଜି ଦୈନିକ ସମ୍ବାଦପତ୍ର ‘ନିର୍ଭୟ’ର ଦଶମ ବାର୍ଷିକ ପୂର୍ତ୍ତି ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଛନ୍ତି ଯେ, ସତ୍ୟକୁ ଲୋକଲୋଚନକୁ ଆଣିବା ପ୍ରତ୍ୟେକ ଗଣମାଧ୍ୟମର ନୀତି ହେବା ଉଚିତ୍। ସମାଜର ପରିବର୍ତ୍ତନକୁ ଠିକ୍ ଭାବରେ…
ତାଜା ଖବର ରାଜ୍ୟ ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା ଘଟଣା; ଡିଏଫଓଙ୍କୁ ମାରାଥନ ଜେରା October 4, 2024 Nirvay କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାରେ ତଦନ୍ତ ପରିସରଭୁକ୍ତ ହୋଇଥିବା ଡିଏଫଓ ଦେବେନ୍ଦ୍ର ବେହେରାଙ୍କୁ ମାରାଥାନ ଜେରା କରାଯାଇଛି। ଘଟଣା ପରଠୁ ଦେବେନ୍ଦ୍ର ଫେରାର ଥିବା ବେଳେ ଆଜି ତାଙ୍କୁ ୪ ଘଣ୍ଟା ଜେରା କରାଯାଇଛି। ଟାଉନ…
ତାଜା ଖବର ରାଜ୍ୟ କନଷ୍ଟେବଳ ନିଯୁକ୍ତି ପ୍ରସଙ୍ଗ; ବୟସସୀମା କୋହଳ ସମ୍ପର୍କରେ ହାଇକୋର୍ଟଙ୍କ ନିର୍ଦ୍ଦେଶ October 4, 2024 Nirvay ରାଜ୍ୟର ସବୁ ବାଟାଲିୟନରେ କନଷ୍ଟେବଳ ନିଯୁକ୍ତି ପ୍ରସଙ୍ଗରେ ବୟସ ସୀମା କୋହଳ ସମ୍ପର୍କିତ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଆବେଦନକାରୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି। ଆବେଦନକାରୀଙ୍କୁ ଅନଲାଇନ/ଆଫଲାଇନରେ ଆବେଦନ ଅନୁମତି ମିଳିଛି। ହାଇକୋର୍ଟ କହିଛନ୍ତି ଯେ,…
ତାଜା ଖବର ଦେଶ ଛତିଶଗଡ଼ରେ ମାଓ ଦମନ: ୨୦୨୪ରେ ବର୍ତ୍ତମାନ ସୁଦ୍ଧା ୧୮୫ ନିହତ October 4, 2024 Nirvay ଛତିଶଗଡ଼ର ବସ୍ତର ଅଞ୍ଚଳରେ ଶୁକ୍ରବାର ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟରରେ ୨୮ ଜଣ ନକ୍ସଲ ନିହତ ହୋଇଛନ୍ତି। ନାରାୟଣପୁର-ଦାନ୍ତେଓ୍ଵାଡା ଆନ୍ତଃଜିଲ୍ଲା ସୀମାରେ ଥିବା ଅଭୁଜମାଡର ଥୁଲଥୁଲି ଓ ନେନ୍ଦୁର ଗାଁ ମଧ୍ୟରେ ଥିବା ଜଙ୍ଗଲରେ ଅପରାହ୍ନ ପ୍ରାୟ ୧ଟା ବେଳେ ଗୁଳିବିନିମୟ ହୋଇଥିଲା…
ତାଜା ଖବର ଦେଶ ବିଶ୍ୱ ଇସ୍ଲାମାବାଦ୍ ଏସସିଓ ସମ୍ମିଳନୀରେ ଭାଗ ନେବେ ଏସ୍ ଜୟଶଙ୍କର October 4, 2024 Papirani ପାକିସ୍ତାନର ରାଜଧାନୀ ଇସଲାମାବାଦରେ ସଂଘାଇ ସହଯୋଗ ସଂଗଠନ(ଏସସିଓ)ର ବୈଠକରେ ଭାଗ ନେବାପାଇଁ ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ଆସନ୍ତା ୧୫, ୧୬ରେ ହେବାକୁ ଥିବା ଏସସିଓ ସମ୍ମିଳନୀରେ ଭାଗ ନେବେ ଏସ୍ ଜୟଶଙ୍କର । ଏନେଇ ସ୍ପଷ୍ଟ କଲେ…
ତାଜା ଖବର ଦେଶ ବ୍ୟବସାୟ ସୁରକ୍ଷା କର୍ମୀଙ୍କ ଗୁଳିରେ ୨୮ ମାଓବାଦୀ ନିପାତ October 4, 2024 Papirani ଓଡିଶା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡ଼ାରେ ମୁହାମୁହିଁ ହୋଇଛନ୍ତି ନକ୍ସଲ ଓ ସୁରକ୍ଷାବାହୀନି । ଦନ୍ତେୱାଡ଼ା ଏବଂ ନାରାୟଣପୁର ଜିଲ୍ଲା ସୀମାରେ ହୋଇଛି ଏନ୍କାଉଣ୍ଟର । ଉଭୟ ପକ୍ଷରୁ ଦିର୍ଘ ସମୟ ଧରି ଚାଲିଥିବା ଗୁଳିବିନିମୟ ଚାଲିଥିବା ବେଳେ ଶେଷରେ ସୁରକ୍ଷା କର୍ମୀଙ୍କ…
ତାଜା ଖବର ରାଜ୍ୟ ଶିମିଳିପାଳ ଜଙ୍ଗଲରେ କଳାବାଘ; କ୍ୟାମେରାରେ ହେଲା କଏଦ October 4, 2024 Papirani ଶିମିଳିପାଳ ଜଙ୍ଗଲରେ ବୁଲୁଛି କଳାବାଘ । ଯାହାର ଝଲକ ପୁଣି ଥରେ କ୍ୟାମେରାରେ କଏଦ ହୋଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି । ଏହି ଭିଡିଓ ଓଡ଼ିଶା ମୁଖ୍ୟ ବନ ସଂରକ୍ଷଣ ଅଧିକାରୀ(ନୋଡାଲ) ସୁଶାନ୍ତ…
ଖେଳ ତାଜା ଖବର ୭ ବର୍ଷ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଥିବା ହକି ଇଣ୍ଡିଆ ଲିଗ୍ October 4, 2024 Papirani ୭ ବର୍ଷ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଥିବା ହକି ଇଣ୍ଡିଆ ଲିଗ୍ । ୨୦୧୭ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍ । ହକି ଇଣ୍ଡିଆ ଲିଗ୍ ୨୦୨୪-୨୫ ସଂସ୍କରଣ…
ତାଜା ଖବର ରାଜନୀତି ରାଜ୍ୟ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼ October 4, 2024 Papirani ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି । ଗୋଲାମୁଣ୍ଡା ସର୍ବମଙ୍ଗଳା କଲେଜ ଏକାଡେମୀକ ଉତ୍ସବକୁ ଯାଇଥିବାବେଳେ କଲେଜ ସମ୍ମୁଖରେ କଳାପତାକା ଦେଖାଇ ଗୋ ବ୍ୟାକ ସ୍ଲୋଗାନ ଦେଇ ଗାଡ଼ିକୁ ଅଣ୍ଡାମାଡ଼ କରିଛନ୍ତି କିଛି ଯୁବକ । କିନ୍ତୁ…