Day: 4 October 2024

ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା ଘଟଣା; ଡିଏଫଓଙ୍କୁ ମାରାଥନ ଜେରା

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାରେ ତଦନ୍ତ ପରିସରଭୁକ୍ତ ହୋଇଥିବା ଡିଏଫଓ ଦେବେନ୍ଦ୍ର ବେହେରାଙ୍କୁ ମାରାଥାନ ଜେରା କରାଯାଇଛି। ଘଟଣା ପରଠୁ ଦେବେନ୍ଦ୍ର ଫେରାର ଥିବା ବେଳେ ଆଜି ତାଙ୍କୁ ୪ ଘଣ୍ଟା ଜେରା କରାଯାଇଛି। ଟାଉନ…

କନଷ୍ଟେବଳ ନିଯୁକ୍ତି ପ୍ରସଙ୍ଗ; ବୟସସୀମା କୋହଳ ସମ୍ପର୍କରେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟର ସବୁ ବାଟାଲିୟନରେ କନଷ୍ଟେବଳ ନିଯୁକ୍ତି ପ୍ରସଙ୍ଗରେ ବୟସ ସୀମା କୋହଳ ସମ୍ପର୍କିତ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଆବେଦନକାରୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି। ଆବେଦନକାରୀଙ୍କୁ ଅନଲାଇନ/ଆଫଲାଇନରେ ଆବେଦନ ଅନୁମତି ମିଳିଛି। ହାଇକୋର୍ଟ କହିଛନ୍ତି ଯେ,…

ଛତିଶଗଡ଼ରେ ମାଓ ଦମନ: ୨୦୨୪ରେ ବର୍ତ୍ତମାନ ସୁଦ୍ଧା ୧୮୫ ନିହତ

ଛତିଶଗଡ଼ର ବସ୍ତର ଅଞ୍ଚଳରେ ଶୁକ୍ରବାର ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟରରେ ୨୮ ଜଣ ନକ୍ସଲ ନିହତ ହୋଇଛନ୍ତି। ନାରାୟଣପୁର-ଦାନ୍ତେଓ୍ଵାଡା ଆନ୍ତଃଜିଲ୍ଲା ସୀମାରେ ଥିବା ଅଭୁଜମାଡର ଥୁଲଥୁଲି ଓ ନେନ୍ଦୁର ଗାଁ ମଧ୍ୟରେ ଥିବା ଜଙ୍ଗଲରେ ଅପରାହ୍ନ ପ୍ରାୟ ୧ଟା ବେଳେ ଗୁଳିବିନିମୟ ହୋଇଥିଲା…

ଇସ୍‌ଲାମାବାଦ୍‌ ଏସସିଓ ସମ୍ମିଳନୀରେ ଭାଗ ନେବେ ଏସ୍‌ ଜୟଶଙ୍କର

ପାକିସ୍ତାନର ରାଜଧାନୀ ଇସଲାମାବାଦରେ ସଂଘାଇ ସହଯୋଗ ସଂଗଠନ(ଏସସିଓ)ର ବୈଠକରେ ଭାଗ ନେବାପାଇଁ ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ଆସନ୍ତା ୧୫, ୧୬ରେ ହେବାକୁ ଥିବା ଏସସିଓ ସମ୍ମିଳନୀରେ ଭାଗ ନେବେ ଏସ୍‌ ଜୟଶଙ୍କର । ଏନେଇ ସ୍ପଷ୍ଟ କଲେ…

ସୁରକ୍ଷା କର୍ମୀଙ୍କ ଗୁଳିରେ ୨୮ ମାଓବାଦୀ ନିପାତ

ଓଡିଶା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡ଼ାରେ ମୁହାମୁହିଁ ହୋଇଛନ୍ତି ନକ୍ସଲ ଓ ସୁରକ୍ଷାବାହୀନି । ଦନ୍ତେୱାଡ଼ା ଏବଂ ନାରାୟଣପୁର ଜିଲ୍ଲା ସୀମାରେ ହୋଇଛି ଏନ୍‌କାଉଣ୍ଟର । ଉଭୟ ପକ୍ଷରୁ ଦିର୍ଘ ସମୟ ଧରି ଚାଲିଥିବା ଗୁଳିବିନିମୟ ଚାଲିଥିବା ବେଳେ ଶେଷରେ ସୁରକ୍ଷା କର୍ମୀଙ୍କ…

ଶିମିଳିପାଳ ଜଙ୍ଗଲରେ କଳାବାଘ; କ୍ୟାମେରାରେ ହେଲା କଏଦ

ଶିମିଳିପାଳ ଜଙ୍ଗଲରେ ବୁଲୁଛି କଳାବାଘ । ଯାହାର ଝଲକ ପୁଣି ଥରେ କ୍ୟାମେରାରେ କଏଦ ହୋଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି । ଏହି ଭିଡିଓ ଓଡ଼ିଶା ମୁଖ୍ୟ ବନ ସଂରକ୍ଷଣ ଅଧିକାରୀ(ନୋଡାଲ) ସୁଶାନ୍ତ…

୭ ବର୍ଷ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଥିବା ହକି ଇଣ୍ଡିଆ ଲିଗ୍‌

୭ ବର୍ଷ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଥିବା ହକି ଇଣ୍ଡିଆ ଲିଗ୍‌ । ୨୦୧୭ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍‌ । ହକି ଇଣ୍ଡିଆ ଲିଗ୍‌ ୨୦୨୪-୨୫ ସଂସ୍କରଣ…

ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି । ଗୋଲାମୁଣ୍ଡା ସର୍ବମଙ୍ଗଳା କଲେଜ ଏକାଡେମୀକ ଉତ୍ସବକୁ ଯାଇଥିବାବେଳେ କଲେଜ ସମ୍ମୁଖରେ କଳାପତାକା ଦେଖାଇ ଗୋ ବ୍ୟାକ ସ୍ଲୋଗାନ ଦେଇ ଗାଡ଼ିକୁ ଅଣ୍ଡାମାଡ଼ କରିଛନ୍ତି କିଛି ଯୁବକ । କିନ୍ତୁ…

ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ନେଇ ବାହାରିଲା ବିଜ୍ଞପ୍ତି

ଓଡ଼ିଶା ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର । ୟୁନିଫର୍ମ ସେବାରେ ସଂରକ୍ଷଣ ଓ ବୟସସୀମାରେ କୋହଳ ସଂପର୍କିତ ବିଜ୍ଞପ୍ତି ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ ।ଅଗ୍ନିବୀରଙ୍କ ପାଇଁ ୟୁନିଫର୍ମ ସେବା ଅର୍ଥାତ୍ ପୁଲିସ,…

ନିଲାମ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ସଂଗୃହିତ ଅର୍ପଣ ଚାଉଳ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ସଂଗୃହିତ ଅର୍ପଣ ଚାଉଳ ଶେଷରେ ଆଜି ନିଲାମ କରାଯାଇଛି । କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ମୋଟ ବଳକା ଥିବା ୧୦ ହଜାର ୩୨୨ କୁଇଣ୍ଟାଲ ଚାଉଳକୁ ଆଜି ନିଲାମ କରାଯାଇଥିବା ସୂଚନା ଦେଇଛନ୍ତି ପୁରୀ…