Month: August 2024

କୁବେର ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ସରୁନି କୁବେର ଯନ୍ତ୍ରୀଙ୍କ ସମ୍ପତ୍ତି ଆକଳନ। ଆଖି ଖୋସି ହୋଇଗଲା ଭଳି ଘର ଓ ସମ୍ପତ୍ତି। ଏହାମଧ୍ୟରେ ଯାଞ୍ଚ ଓ ଛାନଭିନ ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କୁ ବାନ୍ଧିଲା…

ମୈଦାନକୁ ଓଲ୍ହାଇବେ ଓଡ଼ିଆ ପୁଅ ଅଲିମ୍ପିଆନ କିଶୋର

ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିବେ କିଶୋର ଜେନା । ଜାଭେଲିନ୍ ଥ୍ରୋରେ ନୀରଜଙ୍କ ସହ ମୈଦାନକୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା। କ୍ବାଲିଫିକେସନ୍ ରାଉଣ୍ଡରେ କମାଲ କରିବା ଲକ୍ଷ୍ୟରେ ରହିଛନ୍ତି କିଶୋର । ଭଲ ପ୍ରଦର୍ଶନ ସହ ପରବର୍ତ୍ତୀ ରାଉଣ୍ଡକୁ…

୩ ଦିନ ବର୍ଷା: ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ

ରାଜ୍ୟରେ ଲାଗିରହିଛି ବର୍ଷା। ଆହୁରି ୩ ଦିନ ପ୍ରବଳ ବର୍ଷା । ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ପାଇଁ ରାଜ୍ୟର ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼,…

ନିଟ ପେପର ଲିକ ମାମଲା: ଭୁବନେଶ୍ୱରରୁ ଜଣେ ଗିରଫ

ନିଟ ପେପର ଲିକ ମାମଲାରେ ଭୁବନେଶ୍ୱରରୁ ଜଣଙ୍କୁ ଗିରଫ କରିଛି ସିବିଆଇ । ସେ ହେଲେ ସୁଶାନ୍ତ କୁମାର (୩୪)। ନିଟ୍ ପେପର ବିତରଣରେ ସୁଶାନ୍ତଙ୍କ ହାତ ଥିବା ଅଭିଯୋଗ ହେଉଛି । ସୁଶାନ୍ତଙ୍କୁ ଭୁବନେଶ୍ବରରୁ ପାଟଣା ନିଆଯାଇଛି । ସୁଶାନ୍ତ…

ବିଜେଡିର ୧୫ ଜଣିଆ ଟିମ୍‌ ଗଠିତ

ବିଜୁ ଜନତା ଦଳର ନୂଆ କମିଟି ଗଠନ ହୋଇଛି। ବିଭିନ୍ନ କାର୍ଯ୍ୟକ୍ରମର ସଠିକ ପରିଚାଳନା ପାଇଁ କମିଟି ଗଠନ କରାଯାଇଛି। କମିଟିର ଅଧ୍ୟକ୍ଷ ହେଲେ ଦେବୀପ୍ରସାଦ ମିଶ୍ର। ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ୧୫ ଜଣିଆ ଟିମ୍‌ ଗଠିତ ହୋଇଛି। ଏହି ଟିମରେ…

ବିଜେପି ବିରୁଦ୍ଧରେ ଅଭିଯୋଗ ଆଣିବା ପୂର୍ବରୁ ବିଜେଡି ପ୍ରଥମେ ନିଜକୁ ଦେଖୁ: ଅନିଲ ବିଶ୍ୱାଳ

ବିଜୁ ଜନତା ଦଳ ୨୪ବର୍ଷ ଧରି ସରକାରରେ ଥିବା ସତ୍ତ୍ୱେ ଓଡିଶା ଲୋକ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରୁନଥିଲେ କି ନିଜର ସମସ୍ୟା ବିଷୟରେ ସରକାରଙ୍କୁ ଜଣାଇ ପାରୁନଥିଲେ। ଏବେ ସରକାର ପରିବର୍ତ୍ତନ ପରେ ମୋହନ ମାଝୀଙ୍କ ନେତୃତ୍ୱରେ…

ରତ୍ନ ଭଣ୍ଡାର ମରାମତି ନେଇ ଏସଓପି ପ୍ରସ୍ତୁତ

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିବାବେଳେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରତ୍ନ ଭଣ୍ଡାର ମରାମତି ନେଇ ଏସଓପି ପ୍ରସ୍ତୁତ ହୋଇଛି । ଭିତର ଓ ବାହାର ରତ୍ନ ଭଣ୍ଡାରରୁ ଅଳଙ୍କାର ସବୁ ସ୍ଥାନାନ୍ତର ସରିଛି । ଏବେ କିଭଳି ରତ୍ନ…

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଘରୋଇକରଣକୁ ବିଜେଡିର ବିରୋଧ 

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଘରୋଇକରଣକୁ ନେଇ ସାମ୍ବାଦିକ ସମ୍ମିଳନୀରେ ପୁର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ବିଧାୟକ ଦିବ୍ୟା ଶଙ୍କର ମିଶ୍ର କହିଛନ୍ତି ଯେ ଓଡ଼ିଶାର ଗର୍ବ ବିଜୁ ପଟ୍ଟନାୟକଙ୍କ ନାଆରେ ହୋଇଥିବା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇକରଣ…

ଭାରତରେ ପହଞ୍ଚିଲେ ଶେଖ ହସିନା

ବାଂଲାଦେଶରେ ହିଂସାର ସ୍ଥିତି ଅଣାୟତ୍ତ ହୋଇଥିବାରୁ ୧୫ ବର୍ଷ ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରେ ଥିବା ଶେଖ ହସିନା ଆଜି ନିଜ ଜୀବନ ବଞ୍ଚାଇବା ପାଇଁ ନିଜ ପଦରୁ ଇସ୍ତଫା ଦେଇ ଭାରତ ପଳେଇ ଆସିଛନ୍ତି । ସେ ସଂଧ୍ୟା ୫ଟା ୩୬ରେ…

ବାଂଲାଦେଶ ହିଂସା ନେଇ ବିଏସ୍‌ଏଫ୍‌କୁ ହାଇ ଆଲର୍ଟ

ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଶେଖ ହସିନାଙ୍କ ଇସ୍ତଫା ପରେ ଶାସନ ଭାର ହାତକୁ ନେଇଛି ସେନା । ଏହାପରେ ବାଂଲାଦେଶ ହିଂସା ନେଇ ବିଏସ୍‌ଏଫ୍‌କୁ ହାଇ ଆଲର୍ଟ ଜାରି କରାଯାଇଛି। ବାଂଲାଦେଶ ସୀମାରେ ମୁତୟନ ବିଏସ୍‌ଏଫ୍‌ର ସବୁ ୟୁନିଟ୍‌କୁ ଆଲର୍ଟ ଜାରି…