ତାଜା ଖବର ରାଜ୍ୟ ଓଡ଼ିଶାରେ ୧ କୋଟି ସଦସ୍ୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ବିଜେପି August 19, 2024 Subhasmita Nayak ବିଜେପି ସମ୍ବିଧାନ ଅନୁସାରେ ପ୍ରତି ତିନି ବର୍ଷରେ ଥରେ ନୂତନ ସଭ୍ୟ ସଂଗ୍ରହ କରାଯାଇଥାଏ। ସଭ୍ୟ ସଂଗ୍ରହ ଅଭିଯାନ ପରେ ସଦସ୍ୟତା ଆଧାରରେ ଦଳର ପୁର୍ନବିନ୍ୟାସ ହେବା ସହ ନୂତନ ଦାୟିତ୍ୱ ବଂଟନ କରାଯାଏ । ସେହି କ୍ରମରେ ବିଜେପିର ଆରମ୍ଭ…
ତାଜା ଖବର ରାଜ୍ୟ ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ: ମନମୋହନ ସାମଲ August 19, 2024 Subhasmita Nayak ରାଜ୍ୟ କାର୍ଯ୍ୟାଳୟରେ ଆଜି ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ରକ୍ଷା ବନ୍ଧନ ହେଉଛି ସେବା, ସୁରକ୍ଷା, ସଂକଳ୍ପ ଓ ପ୍ରେରଣାର ଉତ୍ସବ। ଭଉଣୀଟିଏ ଯେପରି ରାକ୍ଷୀ ବାନ୍ଧିବା ପରେ ଭାଇ…
ତାଜା ଖବର ରାଜ୍ୟ ପ୍ରଥମ ଥର ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ସଫେଇ କର୍ମଚାରୀ August 19, 2024 Subhasmita Nayak ପ୍ରଥମ ଥର ପାଇଁ ସଫେଇ କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପାଖରୁ ଦେଖି ଖୁସି ହୋଇଛନ୍ତି ସଫେଇ କର୍ମଚାରୀ। ସରକାର ଯାହା ଦେଇଛନ୍ତି, ସେମାନଙ୍କ ପାଇଁ ଯାହା ବ୍ୟବସ୍ଥା କରିଛନ୍ତି, ସେଥିରେ ସେମାନେ ଖୁସି…
ତାଜା ଖବର ରାଜ୍ୟ ୨୮ରେ ଏସଆଇଟି ବୈଠକ; ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ତାଲିକା ମାଗିଲା August 19, 2024 Subhasmita Nayak ଆସନ୍ତା ୨୮ ତାରିଖରେ କଟକରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ (ଏସଆଇଟି) ବୈଠକ ବସିବ। ବୈଠକ ପୂର୍ବରୁ ଭିଜିଲାନ୍ସକୁ ଏସଆଇଟି ତଥ୍ୟ ମାଗିଥିବା ସୂଚନା ମିଳିଛି। ଜଷ୍ଟିସ୍ ଅରିଜିତ ପଶାୟତଙ୍କ ବାସଭବନରେ ବୈଠକ ହେବ। ଶ୍ରୀ ପଶାୟତଙ୍କୁ ଏସଆଇଟିର ଉପାଧ୍ୟକ୍ଷ ଭାବେ ନିଯୁକ୍ତି…
ତାଜା ଖବର ରାଜ୍ୟ ଆସନ୍ତା ଅଧିବେଶନରେ ପୋଲାଭରମ ପ୍ରସଙ୍ଗ ନେଇ ସରକାରଙ୍କୁ ଟାର୍ଗେଟ କରିବ କଂଗ୍ରେସ August 19, 2024 Subhasmita Nayak ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ପୋଲଭରମ ପ୍ରକଳ୍ପ ପ୍ରସଙ୍ଗ ନେଇ ସରକାରଙ୍କୁ ଟାର୍ଗେଟ କରିବ କଂଗ୍ରେସ। ଅଧିବେଶନ ପୂର୍ବରୁ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ପ୍ରତିକ୍ରିୟା ରଖିଛନ୍ତି।…
ତାଜା ଖବର ଦେଶ ଜାମୁ କାଶ୍ମୀରରେ ଆତଙ୍କବାଦୀଙ୍କ ହମଲା; ଜଣେ ଯବାନ ସହିଦ August 19, 2024 Papi Jena ଜମ୍ମୁ ଓ କଶ୍ମୀରର ଉଦ୍ଧମପୁର ଜିଲ୍ଲାର ଡୁଡୁ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଆତଙ୍କବାଦୀଙ୍କ ଗୁଳିରେ ସିଆରପିଏଫର ଜଣେ ଇନ୍ସପେକ୍ଟର ସହିଦ ହୋଇଛନ୍ତି। ସୂଚନା ମୁତାବକ; ଡୁଡୁ ପୁଲିସ୍ ଷ୍ଟେସନଠାରୁ ପ୍ରାୟ ୮ କିଲୋମିଟର ଦୂରରେ ସିଆରପିଏଫର…
ତାଜା ଖବର ରାଜନୀତି ରାଜ୍ୟ ପ୍ରଧାନମନ୍ତ୍ରୀ ଆବାସ ପାଇଁ ମିଳିବ ୧ ଲକ୍ଷ ୮୦ ହଜାର August 19, 2024 Papi Jena ଗୃହ ଏବଂ ସହରାଞ୍ଚଳ ଗରିବ ଲାଘବ ମନ୍ତ୍ରଣାଳୟ ଦ୍ଵାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ହିତାଧିକାରୀଙ୍କୁ ମିଳୁଥିବା ସହାୟତା ରାଶିର ପରିମାଣ ବୃଦ୍ଧି ପାଇବ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ…
ତାଜା ଖବର ରାଜ୍ୟ ଆଖି ବୁଜିଲା ଚନ୍ଦକା ଅଭୟାରଣ୍ୟର ସବୁଠୁ ବଡ଼ ଦନ୍ତା ‘ରାମୁ’ August 19, 2024 Papi Jena ଆଖି ବୁଜିଲା ଚନ୍ଦକା ଡମପଡ଼ା ଅଭୟାରଣ୍ୟର ସବୁଠୁ ବଡ଼ ଦନ୍ତା ‘ରାମୁ’ । ବିଦ୍ୟୁତ ଆଘାତରେ ଜୀବନ ଯାଇଥିବା ସନ୍ଦେହ । ବିଦ୍ୟୁତ୍ ବିଭାଗ ଠାରୁ ଖବର ପାଇବା ପରେ ଘଟଣାସ୍ଥଳରେ ବନ ବିଭାଗ ଆସି ପହଞ୍ଚି ମୃତଦେହ ଜବତ କରିଛି…
ତାଜା ଖବର ରାଜନୀତି ରାଜ୍ୟ ନବୀନ ନିବାସରେ ପାଳନ କରାଗଲା ରକ୍ଷା ବନ୍ଧନ; ନବୀନଙ୍କ ହାତରେ ବାନ୍ଧିଲେ କୁନି କୁନି ଝିଅମାନେ ରାକ୍ଷୀ August 19, 2024 Papi Jena ଛୋଟ ଛୋଟ ସ୍କୁଲ ପିଲା ନବୀନଙ୍କ ହାତରେ ବାନ୍ଧିଲେ ରାକ୍ଷୀ ରକ୍ଷା ବନ୍ଧନ ଅବସରରେ ଆଜି ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମାନେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ରାଖୀ…
ବ୍ୟବସାୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ୫୦୦ ରୁ ଅଧିକ ଭଉଣୀମାନେ August 19, 2024 Papi Jena ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ। ଏହି ଅବସରରେ ରାଜ୍ୟ ଅତିଥି ଭବନରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା।କାର୍ଯ୍ୟକ୍ରମରେ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନରୁ ଝିଅ ମାନେ ଆସି ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…