ଖେଳ ତାଜା ଖବର ଦେଶ ବିଶ୍ୱ ବ୍ରୋଞ୍ଜ ପଦକ ଜିତିଲେ ଭାରତର କୁସ୍ତିଯୋଦ୍ଧା ଅମନ ସେରାଓ୍ଵତ August 9, 2024 Subhasmita Nayak ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଆଜି ଭାରତର ୧୪ତମ ଦିବସ । ବର୍ତ୍ତମାନ ସୁଦ୍ଧା ଭାରତ ମୋଟ ୬ଟି ପଦକ ଜିତିସାରିଛି। ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ ସୁଟିଂ, ହକି ଏବଂ ଜାଲଭିନରେ ପଦକ ଜିତିଛି। ଏବେ ୧୪ତମ ଦିନରେ ଭାରତକୁ ମିଳିଛି…
ରାଜନୀତି ରାଜ୍ୟ ଓଡ଼ିଶା ପାଇଁ ୩ଟି ରେଳ ପ୍ରକଳ୍ପକୁ କ୍ୟାବିନେଟରେ ମଞ୍ଜୁରୀ August 9, 2024 Subhasmita Nayak କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ଟି ବଡ଼ ରେଳ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ୮ଟିରୁ ୩ଟି ପ୍ରକଳ୍ପ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପାଇଁ…
ତାଜା ଖବର ରାଜ୍ୟ ଆଇଏନଏସ ଚିଲିକାରେ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ August 9, 2024 Subhasmita Nayak ଆଇଏନଏସ ଚିଲିକାରେ ଅଗ୍ନିବୀରମାନଙ୍କ ଚିତାକର୍ଷକ ପାସିଂ ଆଉଟ୍ ପରେଡ୍ ଦେଖିବାକୁ ମିଳିଛି। ଚିଲିକା ନାଭାଲ ବେସରୁ ଆଜି ୪ର୍ଥ ବ୍ୟାଚରେ ମୋଟ ୧୩ ଶହ ୮୯ ଜଣ ଅଗ୍ନିବୀର ଉତ୍ତୀର୍ଣ୍ଣ ହୋଇଛନ୍ତି। ଦକ୍ଷିଣ ନୌସେନା କମାଣ୍ଡ ତତ୍ତ୍ୱାବଧାନରେ ଶୁକ୍ରବାର ଆୟୋଜିତ ଆନୁଷ୍ଠାନିକ…
ତାଜା ଖବର ଦେଶ ରାଜନୀତି ମୋଦି-ରାହୁଲ ଟି’ ଟାଇମ August 9, 2024 Subhasmita Nayak ସଂସଦ ସରିଲା ପରେ ମୋଦି ଏବଂ ରାହୁଲଙ୍କ ଚା’ ବୈଠକ ହୋଇଥିଲା। ସଂସଦ ପରିସରରେ ବୈଠକ ବସିଥିଲା। ଲୋକସଭା ବାଚସ୍ପତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଥିଲେ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଯୋଗଦେଇଥିଲେ। ଅମିତ…
ତାଜା ଖବର ରାଜ୍ୟ ୬ ଲେନ୍ ହେବ ଭୁବନେଶ୍ବର-ପୁରୀ ୩୧୬ ନଂ ଏନଏଚ August 9, 2024 Subhasmita Nayak ଭୁବନେଶ୍ବର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ୬ ଲେନ ହେବ। ବଡ଼ବିଲ-ଚଣ୍ଡିଖୋଲ ରାସ୍ତା ମଧ୍ୟ ୬ ଲେନ ବିଶିଷ୍ଟ କରାଯିବ। ୬ ଲେନ ରାସ୍ତା ସହ ଉଭୟ ପାର୍ଶ୍ବରେ ୨ ଲେନ ସର୍ଭିସ ରୋଡ ରହିବ। ଏ ସମ୍ପର୍କିତ ପ୍ରସ୍ତାବ ମଞ୍ଜୁର…
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶାରେ ଆଳୁ ସଙ୍କଟ: ଦିଦିଙ୍କ ସହ କଥା ହେବାକୁ କୋଲକାତା ଗଲେ ମହାପ୍ରଭୁଙ୍କ ବାଡ଼ଗ୍ରାହୀ August 9, 2024 Subhasmita Nayak ପଶ୍ଚିମବଙ୍ଗ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଛି । ଓଡ଼ିଶାକୁ ଆସିବାକୁ ଥିବା ଆଳୁ ଟ୍ରକ ଅଟକାଇ ସମସ୍ୟା ଦ୍ବିଗୁଣିତ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଫଳରେ ଓଡ଼ିଶାରେ ଆଳୁ ଦର ହୁ ହୁ ହୋଇ…
ବ୍ୟବସାୟ ବିଜେଡି ନେତାମାନେ ପ୍ରଥମେ ଦଳୀୟ କର୍ମୀଙ୍କୁ ସମ୍ମାନ ଦିଅନ୍ତୁ: ସୁରଥ ବିଶ୍ୱାଳ August 9, 2024 Subhasmita Nayak ଜଣେ କୁଡ୍ମୀ ସମାଜ ଓ ପଛୁଆ ବର୍ଗର ନେତ୍ରୀଙ୍କୁ ସାମାନ୍ୟ ଗଛର ଡାଳ ସହ ତୁଳନା କରି ସମଗ୍ର କୁଡ୍ମୀ ସମାଜ, ମୟୁରଭଞ୍ଜବାସୀ ତଥା ସମସ୍ତ ବିଜେଡି କର୍ମୀଙ୍କୁ ଅସମ୍ମାନ କରାଯାଇଛି । ଆଜି ବିଜେଡି ରାଜ୍ୟ ସଭାପତି ଶ୍ରୀ ନବୀନ…
ତାଜା ଖବର ଦେଶ ରାଜନୀତି ୱାକଫ୍ ସଂଶୋଧନ ବିଲ୍ ପାଇଁ ୩୧ ସଦସ୍ୟଙ୍କୁ ନେଇ ଯୁଗ୍ମ ସଂସଦୀୟ କମିଟି ଗଠନ August 9, 2024 Subhasmita Nayak ୱାକଫ୍ ସଂଶୋଧନ ବିଲ୍ ୨୦୨୪ର ପାଇଁ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଗଠନ କରାଯାଇଛି, ଯେଉଁଥିରେ ୩୧ ଜଣ ରହିଛନ୍ତି। ଲୋକସଭାର ୨୧ ଜଣ ଏବଂ ରାଜ୍ୟସଭାର ୧୦ ଜଣ ସଦସ୍ୟ ଅଛନ୍ତି। ସଂସଦର ପରବର୍ତ୍ତୀ ଅଧିବେଶନ ସୁଦ୍ଧା କମିଟି ରିପୋର୍ଟ…
ତାଜା ଖବର ରାଜ୍ୟ ପୁଣି ରିମାଣ୍ଡରେ ଯିବ ରଙ୍ଗିଲା ସତ୍ୟଜିତ ସାମଲ August 9, 2024 Papi Jena ୫ସ୍ତ୍ରୀଙ୍କ ସ୍ୱାମୀ ଓ ୯୯ ପ୍ରେମିକା ଥିବା ସତ୍ୟଜିତ ସାମଲକୁ ପୁଣି ରିମାଣ୍ଡରେ ଆଣିବ କମିଶନରେଟ୍ ପୋଲିସ । ସତ୍ୟଜିତ ସାମଲକୁ ଅଧିକ ପଚରାଉଚରା ଓ ଅଧିକ ତଥ୍ୟ ବାହାର କରିବା ପାଇଁ ପୁଣି ୫ ଦିନ ରିମାଣ୍ଡରେ ଆଣିବ କମିଶନରେଟ୍…
ତାଜା ଖବର ରାଜ୍ୟ ଏସ୍ସିବିରେ ନିର୍ମାଣ କାମ ବେଳେ ଭାଙ୍ଗିଲା କ୍ରେନ୍; ୩ ଗୁରୁତର August 9, 2024 Papi Jena କଟକ ଏସ୍ସିବି ମେଡିକାଲର ସଂପ୍ରସାରଣ କାମ ବେଳେ ଅଘଟଣ । ଏସସିବି ସେକେଣ୍ଡ କ୍ୟାମ୍ପସରେ ନିର୍ମାଣ କାମ ଚାଲୁଥିବାବେଳେ କାର୍ଯ୍ୟରେ ଲାଗିଥିବା କ୍ରେନ୍ ଭାଙ୍ଗି ପଡ଼ିଯିବାରୁ ୩ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଖବରପାଇ ଘଟଣାସ୍ଥଳରେ ଉଦ୍ଧାକାରୀ ଟିମ୍ ପହଞ୍ଚି…