Month: August 2024

ବନ୍ୟପ୍ରାଣୀ ଆଇନ ଉଲ୍ଲଙ୍ଘନ; ଢେଙ୍କାନାଳ ସଦର ରେଞ୍ଜର ଗିରଫ

ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯଇଥିଲା । ବିଡିଓ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ବନ୍ୟପ୍ରାଣୀ…

ନଦୀକୁ ଖସିଲା ଭାରତୀୟ ଯାତ୍ରୀବାହୀ ବସ୍; ୧୪ ମୃତ

ନେପାଳର ମାର୍ସାଙ୍ଗଡ଼ି ନଦୀକୁ ଖସିପଡ଼ିଛି ଭାରତୀୟ ଯାତ୍ରୀବାହୀ ବସ। ବସରେ ୪୦ ଜଣ ଭାରତୀୟ ଥିବାବେଳେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ୧୬ ଜଣଙ୍କୁ ଉଦ୍ଧାର କରାଯାଇଛି। ଶୁକ୍ରବାର ପୋଖରାରୁ ନେପାଳ କାଠମାଣ୍ଡୁକୁ ଯାଉଥିବା ଏକ ଭାରତୀୟ ଯାତ୍ରୀବାହୀ ବସ୍ ନମ୍ବର…

ଚିକିଟି ମଦମୃତ୍ୟୁ ମାମଲାରେ ଉତ୍ତର ରଖିଲେ ଅବକାରୀ ମନ୍ତ୍ରୀ

ଚିକିଟି ମଦମୃତ୍ୟୁ ମାମଲାରେ ଆଜି ଗୃହରେ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି. ଗଞ୍ଜାମ ଜିଲ୍ଲାରେ ୫୦୦ ଲିଟର ପୋଚ ନଷ୍ଟ ହୋଇଛି। ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ ଜଣ ଅଟକ ଅଛନ୍ତି। ୩…

ମହିଳା ବାଚସ୍ପତିଙ୍କୁ ଅସମ୍ମାନ ଅତ୍ୟନ୍ତ ନିନ୍ଦନୀୟ

ବିଧାନସଭାରେ ୨ ବିରୋଧୀ ଦଳ ବିଧାୟକ ବାଚସ୍ପତିଙ୍କ ପୋଡିୟମ ଉପରେ ଚଢିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା। ବିରୋଧୀ ଡ୍ରାମା କରୁଛନ୍ତି ବୋଲି ଚିକିଟି ବିଧାୟକ କହିଛନ୍ତି।ବିରୋଧୀ ଆଲୋଚନା ଚାହୁଁନାହାନ୍ତି, କେବଳ ଡ୍ରାମା କରୁଛନ୍ତି ବୋଲି…

ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଗଲେ; ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ

ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରୁ ବିଧାନସଭା ଶାନ୍ତିଶୃଙ୍ଖଳାରେ ଚାଲିପାରୁନି । ଆଜି ଚତୁର୍ଥ ଦିନରେ ମଧ୍ୟ ବିଧାନସଭାରେ ହଙ୍ଗାମା ଫଳରେ ସାଢେ ୧୧ଟା ଯାଏଁ ଗୃହ ମୁଲତବୀ ରହିଛି । ବିଧାନସଭାରେ ବିଜେଡିର ତୁମୁଳକାଣ୍ଡ…

ଏସସିବିରେ ରୋଗୀଙ୍କୁ ଦୁଷ୍କର୍ମ ମାମଲା; ବିଦା ହେବେ ଅଭିଯୁକ୍ତ ଡାକ୍ତର

ଏସସିବିରେ୨ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ମାମଲାରେ ବିଦା ହେବେ ଅଭିଯୁକ୍ତ ଡାକ୍ତର ଦୀଲବାଗ ଠାକୁର। ଦିଲବାଗ ଠାକୁରଙ୍କୁ ଚାକିରିରୁ ବହିଷ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୩ ଜଣିଆ ଯାଞ୍ଚ କମିଟିର ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୁକ୍ତ ଡାକ୍ତରଙ୍କୁ…

ଗ୍ୟାଙ୍ଗୱାର ପରେ ବଲାଙ୍ଗୀର ଜେଲରେ ଚଢ଼ଉ

ବଲାଙ୍ଗୀର ଜେଲ୍‌ରେ ପୋଲିସ ବିଭାଗର ବଡ଼ଧରଣର ଚଢ଼ଉ ହୋଇଛି। ବଲାଙ୍ଗୀର ଜେଲରେ ଗାଙ୍ଗୱାର ଖବର ପ୍ରକାଶ ପରେ ଚଢ଼ଉ କରାଯାଇଛି। ଏସ୍‌ପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ବଡ଼ଧରଣର ଚଢ଼ଉ ହୋଇଛି। ବିଡ଼ି, ସିଗାରେଟ୍, ଦିଆସିଲି ଓ ଅନ୍ୟ ନିଶାଦ୍ରବ୍ୟ ଜବତ କରାଯାଇଛି।…

ଗ୍ୟାଙ୍ଗୱାର ପରେ ବଲାଙ୍ଗୀର ଜେଲରେ ଚଢ଼ଉ

ବଲାଙ୍ଗୀର ଜେଲ୍‌ରେ ପୋଲିସ ବିଭାଗର ବଡ଼ଧରଣର ଚଢ଼ଉ ହୋଇଛି। ବଲାଙ୍ଗୀର ଜେଲରେ ଗାଙ୍ଗୱାର ଖବର ପ୍ରକାଶ ପରେ ଚଢ଼ଉ କରାଯାଇଛି। ଏସ୍‌ପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ବଡ଼ଧରଣର ଚଢ଼ଉ ହୋଇଛି। ବିଡ଼ି, ସିଗାରେଟ୍, ଦିଆସିଲି ଓ ଅନ୍ୟ ନିଶାଦ୍ରବ୍ୟ ଜବତ କରାଯାଇଛି।…

ଓଏସଆରଟିସି ସିଏଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଏସଆରଟିସି ଚିଫ୍ ଆକାଉଣ୍ଟ ଅଫିସର ବିଜୟ କୁମାର ମଙ୍ଗରାଜଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଭୁବନେଶ୍ବରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ଉ ହୋଇଛି। ଭୁବନେଶ୍ବର ଅଫିସ ସମେତ ନନ୍ଦନ ବିହାର, ପଳାଶୁଣୀର…

ଡିସେମ୍ବର ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ମିଳିବ ସରକାରୀ ପଟ୍ଟା

ଡିସେମ୍ବର ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ସରକାରୀ ପଟ୍ଟା ଦିଆଯିବ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏ ନେଇ ବିଧାନସଭାରେ ଘୋଷଣା କରିଛନ୍ତି। ୨୪ ବର୍ଷ ଧରି ବିଜେଡି ସରକାରରେ ଥିବାବେଳେ ଅନେକ ଶିକ୍ଷାନୁଷ୍ଠାନର ନିଜସ୍ବ ଜମି ନାହିଁ। ଅନ୍ୟ କାହା ଜମିରେ…