Day: 10 July 2024

ଆଇଏଏସ୍‌ସ୍ତରରେ ଅଦଳବଦଳ: ହଟିଲେ ମାଥିଭାଥାନନ୍ ଓ ଭିନିଲ କ୍ରିଷ୍ଣା

ରାଜ୍ୟରେ ପ୍ରଥମ କରି ସରକାର କରିଥିବା ବିଜେପି ଆଜି ଆଇଏଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛି। ବିଜେଡି ସରକାରର ଦୁଇ ପ୍ରଭାବଶାଳୀ ଅଧିକାରୀଙ୍କୁ ଗୁରୁତ୍ବହୀନ ପଦବୀକୁ ବଦଳି କରିଛନ୍ତି। ନବୀନ ପଟ୍ଟନାୟକଙ୍କ ସମୟରେ ଗ୍ଲେହାପୁଅ ସାଜିଥିବା ଆଇଏଏସ୍ ଜି.ମାଥିଭାଥାନନ୍‌ ଓ ଆର.ଭିନିଲ କ୍ରିଷ୍ଣାଙ୍କୁ…

ଆଡ଼ପ ପହଣ୍ଡି ବିଭ୍ରାଟ: ନଇଁଯାଇଛି ପ୍ରତି ଓଡ଼ିଆଙ୍କ ମଥା

ଆଡ଼ପ ପହଣ୍ଡିରେ ଗୁରୁତର ତ୍ରୁଟି। ଏହି ମହାବିଭ୍ରାଟକୁ ନେଇ ସାରା ରାଜ୍ୟରେ ଉଦବେଗ ଦେଖାଦେଇଛି। ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁରଙ୍କୁ ପକେଇଦେଲେ। ଏଭଳି ଅକ୍ଷମଣୀୟ ସ୍ଥିତି ପାଇଁ ନଇଁଯାଇଛି ପ୍ରତି ଓଡ଼ିଆଙ୍କ ମଥା। ଏତେ ଖାମଖିଆଲ, ଏତେ ବେପରୁଆପଣ କାହିଁକି?…

ମୁଖ୍ୟମନ୍ତ୍ରୀଙ୍କ ପାଇଲଟିଂ ଗାଡ଼ିରେ ରହିବେ ମହିଳା ପୋଲିସ!

ମୁଖ୍ୟମନ୍ତ୍ରୀଙ୍କ ପାଇଲଟିଂ ଗାଡ଼ିରେ ରହିବେ ମହିଳା ପୋଲିସ। ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ଼ ଅବରୋଧ ମାମଲା ପରେ ଚେତା ପଶିଛି। ସେପଟେ କେମିତି ସୁରକ୍ଷା ଭେଦିଲେ ମହିଳା, ସେ ନେଇ କମିଶନରେଟ ପୋଲିସର ଚାଲିଛି ତନାଘନା। ମୁଖ୍ୟମନ୍ତ୍ରୀଙ୍କ କାର୍କେଡ଼ ପୂର୍ବରୁ ପାଇଲଟିଂ ଗାଡ଼ିରେ…

ଚାଷୀ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଉଠାଇବେ ସରକାର

ଚାଷୀଙ୍କ ପାଇଁ ଖୁସି ଖବର। ଏଣିକି ସେମାନଙ୍କ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ ଉଠାଇବେ ସରକାର। ମୁଖ୍ୟମନ୍ତ୍ରୀ କିଷାନ ଶିକ୍ଷା ପ୍ରୋତ୍ସାହନ ଯୋଜନା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଯେଉଁଥିରେ ସ୍ୱଳ୍ପ ଆୟ ବର୍ଗର ପରିବାର, ଛୋଟ, ମାର୍ଜିତ, ଭାଗଚାଷୀ କୃଷକ ଏବଂ…

ଜାପାନରେ ଗାଡ଼ି ଚଳାଇବେ ଓଡ଼ିଶା ଡ୍ରାଇଭର

ଓଡ଼ିଶାର ଚାଳକଙ୍କୁ ବିଦେଶରେ ମିଳିଛି ନିଯୁକ୍ତିର ସୁଯୋଗ। ଜାପାନରେ ଉଚ୍ଚ ବେତନ ଓ ସୁବିଧା ସହ ଚାକିରି କରିବାକୁ ଯିବେ ଜଣେ ମହିଳାଙ୍କ ସମେତ ୩୦ ଜଣ ଚାଳକ। ଯାହା ସାରା ଦେଶରେ ପ୍ରଥମ। ଖାରବେଳ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସଫଳତା…

ପୂର୍ବ ସରକାର ଲାଗୁ କରିଥିବା ପ୍ରକଳ୍ପକୁ ଦୋହରାଇଲେ ନୂଆ ସରକାର: ବିଜେଡି

ବୁଧବାର ରାଜ୍ୟ କ୍ୟାବିନେଟ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ଘୋଷଣା କରିବା ପରେ ଏହାକୁ କଟାକ୍ଷ କରିଛି ବିଜେଡି। ଶଙ୍ଖ ଭବନରେ ସାମ୍ୱାଦିକ ସମ୍ମିଳନୀ କରି ବିଜେଡି କହିଛି ୩ ମାସ ତଳର ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି ସରକାର। ପୂର୍ବ…

ହଟିଲା ସମ୍ବଲପୁରରୁ ଧାର୍ମିକ ଶୋଭାଯାତ୍ରା କଟକଣା

ବର୍ଷକ ପରେ ସମ୍ବଲପୁରରୁ ହଟିଲା ଧାର୍ମିକ ଶୋଭାଯାତ୍ରା ଉପରେ ଲାଗିଥିବା କଟକଣା । ଜିଲ୍ଲା ପ୍ରଶାସନ ପକ୍ଷରୁ ଧାର୍ମିକ ଶୋଭାଯାତ୍ରା ଉପରେ ଲାଗିଥିବା କଟକଣା ହଟିଛି। ବୁଧବାର ଜିଲା ପରିଷଦ ମିଟିଂ ହଲ୍‌ରେ ଆଗାମୀ ମହରମ ପର୍ବ ପାଳନ ପାଇଁ ଅନୁଷ୍ଠିତ…

ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟିରେ ୨୬ ପ୍ରକଳ୍ପକୁ ମଂଜୁରୀ, ଚାକିରି ପାଇବେ ୧୯,୩୬୪ କର୍ମଚାରୀ

ବୁଧବାର ମୁଖ୍ୟ ଶାସନ ସଚିବ ମନୋଜ ଅହୁଜାଙ୍କ ନେତୃତ୍ୱରେ ବସିଥିବା ରାଜ୍ୟ ସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୨୬ ପ୍ରକଳ୍ପକୁ ମଂଜୁରୀ । ଷ୍ଟିଲ, ପୋଷାକ ଆଦି ୨୬ ପ୍ରକଳ୍ପରେ ନିବେଶ ହେବ ୫୯୯୨ କୋଟି ଟଙ୍କା ।…

ଗତକାଲି ପହଣ୍ଡିରେ ଅଘଟଣକୁ ନେଇ ଚିନ୍ତା ପ୍ରକଟ କଲେ ଗଜପତି ମହାରାଜା

ଗତକାଲି ପହଣ୍ଡିରେ ଅଘଟଣକୁ ନେଇ ଚିନ୍ତା ପ୍ରକଟ କଲେ ଗଜପତି ମହାରାଜା। ସେ କହିଛନ୍ତି ଗତକାଲି ଯାହା ଘଟିଲା ତାହା ସାରା ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କୁ ମର୍ମାହତ ଓ ଦୁଃଖିତ କରିଛି। କାଲିର ଘଟଣାରୁ ସେବାୟତମାନେ ଯାହା ଶିଖିବା କଥା ଶିଖିଛନ୍ତି।…

ଉତ୍ତରାଖଣ୍ଡରେ ପ୍ରକୃତିର ବିକଟାଳ ରୂପ, ଧସିଲା ପାହାଡ଼

ଉତ୍ତରାଖଣ୍ଡରେ ପ୍ରକୃତିର ବିକଟାଳ ରୂପ ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡ ଚମୋଲୀ ଜିଲ୍ଲାର ପାତାଳ ଗଙ୍ଗା ଅଞ୍ଚଳରେ ବଦ୍ରିନାଥ ଜାତୀୟ ରାଜପଥରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଯୋଶୀମଠର ଚୁଙ୍ଗିଧରଠାରେ ରାସ୍ତା ଅବରୋଧ ହୋଇଛି। ପାହାଡ଼ରୁ ବଡ଼ ବଡ଼ ପଥର…