ରାଜନୀତି ରାଜ୍ୟ କେନ୍ଦ୍ର ସରକାରରେ କାର୍ଯ୍ୟରତ ଓଡ଼ିଶା କ୍ୟାଡର ଓ ଓଡ଼ିଆ ପଦାଧିକାରୀମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ July 28, 2024 Subhasmita Nayak ନୀତି ଆୟୋଗ ବୈଠକରେ ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେବା ପରେ ଆଜି ଓଡ଼ିଶା ଭବନରେ କେନ୍ଦ୍ରରେ କାର୍ଯ୍ୟରତ ଓଡ଼ିଶା କ୍ୟାଡର ଅଧିକାରୀମାନଙ୍କ ଏକ ବୈଠକର ଆୟୋଜନ କରାଯାଇଥିଲା। ଏଥିରେ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ…
ତାଜା ଖବର ରାଜ୍ୟ ଆସନ୍ତା ୫ ଦିନ ପ୍ରବଳ ବର୍ଷିବ July 28, 2024 Subhasmita Nayak ଆସନ୍ତା ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଏସ୍ଆରସି ସୂଚନା ଦେଇଛନ୍ତି। ୭ରୁ ୧୧ ସେମି ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କ ସୂଚନା…
ରାଜନୀତି ରାଜ୍ୟ ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି July 28, 2024 Subhasmita Nayak ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଚାଲୁଥିବାରୁ ଆସନ୍ତାକାଲି ଜୁଲାଇ ୨୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ। ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ…
ଦେଶ ରାଜନୀତି ରାଜ୍ୟ ଓଡ଼ିଶାର ବିକାଶ ଦୁଇଗୁଣ କରିବାକୁ ଐତିହାସିକ ବଜେଟ ମାଇଲଷ୍ଟୋନ ହେବ: ବୈଜୟନ୍ତ ପଣ୍ଡା July 28, 2024 Subhasmita Nayak ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ଚଳିତ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଥିବା କେନ୍ଦ୍ର ବଜେଟ ଅନେକ କ୍ଷେତ୍ରରେ ଐତିହାସିକ ହୋଇ ରହିଯାଇଛି।…
ଖେଳ ତାଜା ଖବର ବିଶ୍ୱ ଅଲିମ୍ପିକ୍ସ ସୁଟିଂରେ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ମନୁ ଭାକର July 28, 2024 Subhasmita Nayak ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ମେଡାଲ ମିଳିଛି । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ବ୍ରୋଞ୍ଜ ପଦକ ଜିତିଛନ୍ତି । ଅଲିମ୍ପିକ୍ସ ସୁଟିଂରେ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ମହିଳା । ଏହା ସହିତ…
ତାଜା ଖବର ଦେଶ ବିଶ୍ୱ ‘ମନ କି ବାତ୍’ରେ ସମ୍ବଲପୁରୀ ଶାଢ଼ୀର ପ୍ରଶଂସା July 28, 2024 Subhasmita Nayak ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧୨ତମ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ ସମେତ ଭାରତର ବିଭିନ୍ନ ହସ୍ତତନ୍ତ ବ୍ୟବସାୟକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଦେଶର ହସ୍ତତନ୍ତ ବ୍ୟବସାୟ ଦ୍ରୁତ ଗତିରେ ଆଗକୁ ବଢୁଛି। ଲୋକଙ୍କ ମଧ୍ୟରେ…
ତାଜା ଖବର ରାଜ୍ୟ ଆଇଏଏସ ଶାଶ୍ୱତ ମିଶ୍ର ଅର୍ଥ ବିଭାଗର ପ୍ରମୁଖ ସଚିବ July 28, 2024 Subhasmita Nayak ଆଇଏଏସ ଶାଶ୍ୱତ ମିଶ୍ରଙ୍କୁ ନୂଆ ଦାୟିତ୍ୱ ମିଳିଛି । ଶ୍ରୀ ମିଶ୍ର ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । OSSSC ଅଧ୍ୟକ୍ଷ ଭାବେ ମଧ୍ୟ ତାଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଏଥିସହ ଆଇଏଏସ ଏନ୍.ବି.ଏସ୍ ରାଜପୁତ…
ତାଜା ଖବର ଦେଶ ରାଜ୍ୟ ଜମ୍ମୁ କାଶ୍ମୀରରେ ମୁତୟନ ହେବେ ଓଡ଼ିଶାର ୨୦୦୦ ବିଏସଏଫ୍ ଯବାନ July 28, 2024 Subhasmita Nayak ଓଡ଼ିଶାର କୋରାପୁଟ ଓ ମାଲକାନଗିରି ଅଞ୍ଚଳରେ ମୁତୟନ ପ୍ରାୟ ୨୦୦୦ ବିଏସଏଫ୍ ଯବାନଙ୍କୁ ଜମ୍ମୁ କାଶ୍ମୀର ଅଞ୍ଚଳରେ ମୁତୟନ କରାଯିବ। ଭାରତ ପାକ ସୀମାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ପାଇଁ ସେନା ବାହିନୀ ଏଭଳି ନିଷ୍ପତ୍ତି ନେଇଛି। ପାକିସ୍ତାନ ପଟୁ ଆତଙ୍କବାଦୀ…
ତାଜା ଖବର ରାଜ୍ୟ ନିଖୋଜ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର, ଝିଅର ପତ୍ତା ମିଳିନି July 28, 2024 Subhasmita Nayak କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଳକର ତାଲଗୁମାଣ୍ଡି ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ସନ୍ଧ୍ୟାରେ ଶୌଚ ହେବାକୁ ୫ ବର୍ଷର ଝିଅ ସହ ମା’ ଝଞ୍ଜାବତୀ ନଦୀ କୂଳକୁ ଯାଇଥିଲେ। ହେଲେ ସେମାନେ ଘରକୁ ନଫେରିବାରୁ ବହୁ ଖୋଜାଖୋଜି…
ତାଜା ଖବର ରାଜ୍ୟ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ July 28, 2024 Subhasmita Nayak ଖୋଲିଲା ହୀରାକୁଦର ପ୍ରଥମ ଗେଟ୍ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ । ବାମପଟ ୭ନଂ ସ୍ଲୁଇସ୍ ଗେଟରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ତେବେ ଆଜି ୩ଟି ପର୍ଯ୍ୟାୟରେ ଖୋଲିବ ୨୦ଟି ଗେଟ୍ । ପ୍ରଥମ…