Day: 25 May 2024

ବିଜେଡି ବିଧାୟକ ସୁଶାନ୍ତ ବେହେରାଙ୍କୁ ଗିରଫ କରାଯାଉ: ବିଜେପି

ପରାଜୟ ଭୟରେ ହିଂସା ଆଚରଣ କରିବା ଆରମ୍ଭ କରିଛି ବିଜେଡି। ୨୫ବର୍ଷ ପରେ ଓଡ଼ିଶା ପରିବର୍ତ୍ତନ ମୁହାଁ ହୋଇଥିବା ବେଳେ ଏଥିରେ ବିଜେଡି ବିଧାୟକ ତଥା ନେତା ବିଚଳିତ ହୋଇ ପଡ଼ିଛନ୍ତି । ନିର୍ବାଚନ ବୁଥ୍ ବାହାରେ ଚିତ୍କାର କରିବା ସହ…

ରାତି ୮.୩୦ ସୁଦ୍ଧା ରାଜ୍ୟରେ ହୋଇଛି ୬୦.୦୭ ପ୍ରତିଶତ ମତଦାନ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ମତଦାନର ସଂଖ୍ୟା ବଢ଼ିବାରେ ବଢ଼ିବାରେ ଲାଗିଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗ୍ରହଣ ସରିଥିବା ବେଳେ ରାତି ୯ଟା ସୁଦ୍ଧା ୬୦.୦୭ ପ୍ରତିଶତ ଭୋଟିଂ ଗଣନା ହୋଇଛି। ଏବେ ପର୍ଯ୍ୟନ୍ତ…

ନିର୍ବାଚନ ବେଳେ ଉତ୍ତେଜନା, ଧାରଣାରେ ବସିଲେ ବିଧାୟକ

ବୋଲଗଡ଼ ବଡ଼କୁମାରୀରେ ଭୋଟିଂ ବେଳେ ଉତ୍ତେଜନା । ପ୍ରଶାନ୍ତ ଜଗଦ୍ଦେବ ଭୋଟ୍‌ ଦେବାକୁ ଗଲା ବେଳେ ଅଟକାଇଥିଲେ କିଛି ଯୁବକ। ଯୁବକଙ୍କ କଥା ନମନିବାରୁ ପ୍ରଶାନ୍ତ ଜଗଦ୍ଦେବଙ୍କ ସହ ବଚସା କରିବା ସହ ଚିହିଙ୍କି ଆସିଥିଲେ ଯୁବକମାନେ, ଯାହାକୁ ନେଇ ବୁଥ୍‌ରେ…

ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ହୋଇଛି ୫୯.୬୦ ପ୍ରତିଶତ ମତଦାନ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗ୍ରହଣ ଚାଲିଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ଭୋଟିଂ ହୋଇଛି। ଦେବଗଡ଼ରେ ସର୍ବାଧିକ ୬୭ ପ୍ରତିଶତ ମତଦାନ ହୋଇଛି। ଅନୁଗୁଳରେ ୬୫.୧୯, କଟକରେ…

ଆଜି ଦିନ ୩ ସୁଦ୍ଧା ରାଜ୍ୟରେ ହୋଇଛି ୪୮.୪୪ ପ୍ରତିଶତ ମତଦାନ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହି ପର୍ଯ୍ୟାୟରେ ୬ଟି ଲୋକସଭା କ୍ଷେତ୍ର ଯଥା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଓ ଭୁବନେଶ୍ୱର ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟର ନିଜ ପ୍ରତିନିଧି ବାଛୁଛନ୍ତି।…

ବିଜେଡି ଓଡ଼ିଶାକୁ ଦେଉଛି ମାଫିଆ: ସ୍ମୃତି ଈରାନୀ

ଆଜି ଓଡ଼ିଶା ଗସ୍ତରେ ଆସି ପହଞ୍ଚି ଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଈରାନୀ। ସେ ଆଜି କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଆଳିରେ ଆୟୋଜିତ ଜନସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ଏହାସହ ରାଜ୍ୟ ସରକାରଙ୍କୁ ଆଟାକ୍‌ କରିଛନ୍ତି। ପାଣ୍ଡିଆନଙ୍କୁ…

ଦିନ ୧ଟା ସୁଦ୍ଧା ରାଜ୍ୟରେ ହୋଇଛି ୩୫.୬୯ ପ୍ରତିଶତ ମତଦାନ

ଆଜି ଆରମ୍ଭ ରାଜ୍ୟରେ ତୃତୀୟ ପର୍ୟ୍ୟାୟ ମତଦାନ ହୋଇସାରିଛି ।ସମ୍ବଲପୁର, ପୁରୀ, ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। ସୂଚନା ଅନୁଯାୟୀ, ଦିନ ୧ଟା ସୁଦ୍ଧା…

ନିର୍ବାଚନ ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ

ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ। ହିନ୍ଦୋଳ ବାହାଲୁଣ୍ଡା ବୁଥ ନଂ ୧୩୬ରେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ହିନ୍ଦୋଳ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ସୁଚନାମୂତବକ, ମତଦାନ କେନ୍ଦ୍ରରେ ଅଂଶୁଘାତରେ ଜଣେ ବିଜେପି ଏଜେଣ୍ଟଙ୍କ ମୃତ୍ୟୁ ହୋଇଥିବା…

ରାସ୍ତା କଲେନି ସରକାର, ଭୋଟ ଦେଲେନି ଗାଁ ଲୋକ

ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବାଘମୁଣ୍ଡା ଗାଁର ଲୋକ ଭୋଟ ବର୍ଜନ କରିଛନ୍ତି। ଜାତୀୟ ରାଜପଥ ୫୩ ସିଆରିମାଳିଆ ଠାରୁ ବାଘମୁଣ୍ଡା ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ ପାଇଁ ଦୀର୍ଘ ବର୍ଷ…

ଦିନ ୧୧ଟା ସୁଦ୍ଧା ରାଜ୍ୟରେ ହେଇଛି ୨୧.୩୨ ପ୍ରତିଶତ ମତଦାନ

ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନର ଦିନ ୧୧ଟା ସୁଦ୍ଧା ୨୧.୩୦ ପ୍ରତିଶତ ମତଦାନ ସରିଛି । ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଦେଇଛନ୍ତି। ପୂର୍ବାହ୍ନ ୧୧ଟା ସୁଦ୍ଧା ଦେବଗଡରେ ସର୍ବାଧିକ ମତଦାନ ହୋଇଛି । ଦେବଗଡରେ…