Day: 11 May 2024

ଆଜି କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ଉଦବୋଧନ କରିବେ ନରେନ୍ଦ୍ର ମୋଦୀ

ରାଜଧାନୀରେ ବିଶାଳ ରୋଡ୍ ସୋ’ ପରେ ଆଜି ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ଫୁଲବାଣୀ, ବଲାଙ୍ଗିର ଏବଂ ବରଗଡ଼ରେ ବିଶାଳ ଜନ ସମାବେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଥମେ କନ୍ଧମାଳ ଯିବେ ପ୍ରଧାନମନ୍ତ୍ରୀ । ସକାଳୁ ପ୍ରଥମେ ଫୁଲବାଣୀ…

ବିଜେଡି ସ୍ଥାଣୁ ପାଲଟି ଯାଇଛି; ଓଡ଼ିଶାରେ ଏଥର ବିଜେପି ସରକାର: ନରେନ୍ଦ୍ର ମୋଦି

ରାଜ୍ୟ ରାଜନୀତିକୁ ହୁଲଚୁଲ କରୁଛି ମୋଦିଙ୍କ ଏକ୍ସ୍ ପୋଷ୍ଟ। ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରରେ ଆୟୋଜିତ ବିଶାଳ ରୋଡ ସୋ ପରେ ମୋଦି ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡଲରେ ଓଡ଼ିଆରେ ଲେଖିଛନ୍ତି ଯେ,ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ଆୟୋଜିତ ଚମତ୍କାର ସଡ଼କ ଶୋଭାଯାତ୍ରାରେ ଓଡ଼ିଶାବାସୀଙ୍କ…

ବିଜେପିରେ ଯୋଗଦେଲେ ସନଲିସା ପଟେଲ

ବିଜେପିରେ ଯୋଗଦେଲେ ସିନେ ପ୍ରଯୋଜିକା ସନଲିସା ପଟେଲ। ସେ ବିଜେପି ରାଜ୍ୟ ନେତୃତ୍ୱଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ରାଜ୍ୟ କାର୍ଯ୍ୟଳୟରେ ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟର ମନୋରଞ୍ଜନ ଶିଳ୍ପକୁ ଓଡିଶା ସରକାରଙ୍କ ସହାୟତା ଦାବିରେ ୨୦୨୩ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ…