YouTuber among 6 arrested for spying for Pakistan
ପାକିସ୍ତାନକୁ ଗୁପ୍ତ ଭାରତୀୟ ସାମରିକ ସୂଚନା ପଠାଇବା ଅଭିଯୋଗରେ ହରିୟାଣାର ଲୋକପ୍ରିୟ ମହିଳା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ଗିରଫ କରାଯାଇଛି ।
 
ପାକିସ୍ତାନୀ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବେଦନଶୀଳ ସୂଚନା ପ୍ରଦାନ କରିବା ଅଭିଯୋଗରେ ଟ୍ରାଭେଲ ବ୍ଲଗର ଜ୍ୟୋତିଙ୍କ ସମେତ ଛଅ ଜଣ ଭାରତୀୟ ନାଗରିକଙ୍କୁ ଗିରଫ କରାଯାଇଛି । ଜ୍ୟୋତି ମାଲହୋତ୍ରା “ଟ୍ରାଭେଲ୍ ୱିଥ୍ ଜୋ” ନାମକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଲାଉଥିଲେ ।
 
ସୂଚନା ଅନୁଯାୟୀ ୨୦୨୩ ମସିହାରେ, ଜ୍ୟୋତି ତାଙ୍କ ଚ୍ୟାନେଲ “ଟ୍ରାଭେଲ୍ ୱିଥ୍ ଜୋ” ପାଇଁ ବିଷୟବସ୍ତୁ ସୁଟିଂ କରିବା ପାଇଁ ପାକିସ୍ତାନ ଯାଇଥିଲେ । ତାଙ୍କ ଗସ୍ତ ସମୟରେ, ଜଣେ ପାକିସ୍ତାନୀ ଦୂତାବାସ ଅଧିକାରୀଙ୍କ ନିର୍ଦ୍ଦେଶରେ ସେ ପାକିସ୍ତାନର ଆଇଏସଆଇର ଅଧିକାରୀଙ୍କ ସହ ଯୋଗାଯୋଗରେ ଥିବା ଅଭିଯୋଗ ହୋଇଛି ।
 
 
 

By Nirvay

Leave a Reply

Your email address will not be published. Required fields are marked *