ଦେଶ ବିଶ୍ୱ ପାକିସ୍ତାନକୁ ଗୁପ୍ତ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ମହିଳା ୟୁଟ୍ୟୁବର ଗିରଫ May 17, 2025 Nirvay ପାକିସ୍ତାନକୁ ଗୁପ୍ତ ଭାରତୀୟ ସାମରିକ ସୂଚନା ପଠାଇବା ଅଭିଯୋଗରେ ହରିୟାଣାର ଲୋକପ୍ରିୟ ମହିଳା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ଗିରଫ କରାଯାଇଛି । ପାକିସ୍ତାନୀ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବେଦନଶୀଳ ସୂଚନା ପ୍ରଦାନ କରିବା ଅଭିଯୋଗରେ ଟ୍ରାଭେଲ ବ୍ଲଗର ଜ୍ୟୋତିଙ୍କ ସମେତ ଛଅ ଜଣ ଭାରତୀୟ…
ଦେଶ ବିଶ୍ୱ ପାକିସ୍ତାନର ଅସଲ ମୁଖା ଖୋଲିବାକୁ ବିଦେଶ ଯିବେ ସର୍ବଦଳୀୟ ପ୍ରତିନିଧି ଦଳ May 17, 2025 Nirvay ବିଶ୍ୱ ସ୍ତରରେ ପାକିସ୍ତାନକୁ ଘେରିବ ଭାରତ । ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳ ବାର୍ତ୍ତା ସହ ଅପରେସନ ସିନ୍ଦୂରର ସତ ସମଗ୍ର ବିଶ୍ୱକୁ ଅବଗତ କରିବା ପାଇଁ ସାରା ବିଶ୍ୱ ବୁଲିବେ ଭାରତର ସାଂସଦ । ଆତଙ୍କବାଦ ବିରୋଧୀ ବାର୍ତ୍ତା ବାଣ୍ଟିବା…
ଦେଶ ବୈଦେଶିକ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀ; ମୋଦୀ ସରକାରଙ୍କ ଫୋକସରେ ପିଓକେ May 13, 2025 Nirvay ବୈଦେଶିକ ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ କରି ଆଜି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛି । ପାକିସ୍ତାନ ଅଧିକୃତ କାଶ୍ମୀର ବ ଅବୈଧ ଅଧିକୃତ ଭାରତୀୟ ଅଞ୍ଚଳ ପିଓକେ ପାକିସ୍ତାନ ଖାଲି କରୁ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ।…
ଖେଳ ମେ ୧୭ ରୁ ପୁଣି ଆରମ୍ଭ ହେବ ଆଇପିଏଲ୍; ଜୁନ୍ ୩ ରେ ଫାଇନାଲ୍ ମ୍ୟାଚ୍ May 12, 2025 Nirvay ମେ’ ୧୭ ରୁ ପୁଣି ଆରମ୍ଭ ହେବ ଆଇପିଏଲ୍ ମ୍ୟାଚ । ଆରସିବି ଓ କଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ୬ ଟି ଭେନ୍ୟୁରେ ଅବଶିଷ୍ଟ ୧୭ ଟି ମ୍ୟାଚ ଅନୁଷ୍ଠିତ ହେବ । ବେଙ୍ଗାଲୁରୁ, ଦିଲ୍ଲୀ, ଲକ୍ଷ୍ନୌ,…
ଦେଶ ଅପରେସନ ସିନ୍ଦୂର ଦେଶର ମାଆ ଓ ଭଉଣୀଙ୍କ ପାଇଁ ସମର୍ପିତ: ନରେନ୍ଦ୍ର ମୋଦି May 12, 2025 Nirvay ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଅପରେସନ ସିନ୍ଦୂର କେବଳ ଗୋଟିଏ ନାଁ ନୁହେଁ, ଏହା ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା । ଅପରେସନ ସିନ୍ଦୂର ଦେଶର ମାଆ…
ଦେଶ ବିଶ୍ୱ ଅସ୍ତ୍ରବିରତି ସତ୍ତ୍ୱେ ସିନ୍ଧୁ ନଦୀ ଚୁକ୍ତି ରଦ୍ଦ ନିଷ୍ପତ୍ତି ବଳବତ୍ତର May 10, 2025 Nirvay ଅସ୍ତ୍ରବିରତି ସତ୍ତ୍ୱେ ସିନ୍ଧୁ ନଦୀ ଚୁକ୍ତି ରଦ୍ଦ ନିଷ୍ପତ୍ତି ବଳବତ୍ତର ରହିବ ବୋଲି ବୈଦେଶିକ ମନ୍ତ୍ରାଳୟ ତରଫରୁ କୁହାଯାଇଛି । ଅସ୍ତ୍ରବିରତି ନେଇ କୌଣସି ପୂର୍ବ ଓ ପର ସର୍ତ୍ତ ନାହିଁ । ଆତଙ୍କବାଦ ବିରୋଧୀ ଲଢ଼େଇ ଜାରି ରହିବ ।…
ଦେଶ ବିଶ୍ୱ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି; ଏଣିକି ଆତଙ୍କୀ କାର୍ଯ୍ୟ କଲେ ଯୁଦ୍ଧ ଘୋଷଣା May 10, 2025 Nirvay ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଭବିଷ୍ୟତରେ ଯଦି ପାକିସ୍ତାନ ପାଳୁଥିବା ଆତଙ୍କୀଙ୍କ ତରଫରୁ କୌଣସି ଆକ୍ରମଣ ହୁଏ ତା’ହେଲେ ଭାରତ ଏହାକୁ ପାକିସ୍ତାନ ସରକାର ଏବଂ…
ଦେଶ ବିଶ୍ୱ ଅପରେସନ ସିନ୍ଦୂରରେ ୫ ମୋଷ୍ଟ ୱାଣ୍ଟେଡ ଆତଙ୍କୀ ନିହତ May 10, 2025 Nirvay ମେ ୭ ତାରିଖ ରାତିରେ ଆରମ୍ଭ ହୋଇଥିବା ଅପରେସନ ‘ସିନ୍ଦୂର’ ର ପ୍ରଥମ ଦିବସ ଆକ୍ରମଣରେ ପାକିସ୍ତାନରେ ଆଡ୍ଡା ଜମାଇଥିବା ଅନେକ ଆତଙ୍କୀ ନିହତ ହୋଇଥିଲେ । ସେ ମଧ୍ୟରୁ ପାକିସ୍ତାନର ୫ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ନିପାତ ହୋଇଛନ୍ତି ।…
ଦେଶ ବିଶ୍ୱ ଟିଭିରେ ଯୁଦ୍ଧ ସାଇରନ ମନା; ସରକାର ଜାରି କଲେ ନିୟମାବଳୀ May 10, 2025 Nirvay ସିଭିଲ ଡିଫେନ୍ସ ବ୍ୟତୀତ ଅନ୍ୟ କାରଣରେ ଯୁଦ୍ଧ ସାଇରନ ବାଜିବା ମନା । ଏ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶନିବାର ଦିନ ସମସ୍ତ ଗଣମାଧ୍ୟମ ସଚେତନ କରିବା ଡ୍ରାଇଭ୍ ବ୍ୟତୀତ…
ବିଶ୍ୱ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣର ଦାବି କଲା ପାକିସ୍ତାନ May 3, 2025 Nirvay ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଆଜି ପାକିସ୍ତାନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିବା ଦାବି କରିଛି । ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ନାମ ‘ଅବଦାଲି ୱିପନ ସିଷ୍ଟମ’ ।…