ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଏସଆରଟିସି ଚିଫ୍ ଆକାଉଣ୍ଟ ଅଫିସର ବିଜୟ କୁମାର ମଙ୍ଗରାଜଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଭୁବନେଶ୍ବରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ଉ ହୋଇଛି। ଭୁବନେଶ୍ବର ଅଫିସ ସମେତ ନନ୍ଦନ ବିହାର, ପଳାଶୁଣୀର ୨ଟି ଘରେ ଚଢ଼ଉ ହୋଇଛି। ମୟୂରଭଞ୍ଜ ଷ୍ଟେସନ ରୋଡ୍‌ର ଭୂଇଁଆ ନିବାସ ସହ ଭୁବନେଶ୍ବରର ୩ଟି ଅଫିସରେ ଏକକାଳୀନ ରେଡ୍ କରାଯାଇଛି। ଏହି ଚଢ଼ଉରେ ୮ ଡିଏସପି, ୮ ଇନ୍ସପେକ୍ଟର, ୯ ଏଏସଆଇ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *